Only for Entertainment

ବନ୍ଧୁଙ୍କ ବିବାହରେ ନବବଧୂଙ୍କ ପଛରେ ଶାଢୀରେ ନଜର ଆସିଲେ ଦୀପିକା, ଅଟକିଗଲା କ୍ୟାମେରା !

37

ଯେତେବେଳେ ଟ୍ରାଡିସନାଲ କପଡା ବିଷୟରେ ଆସେ ଦୀପିକାଙ୍କ ଠାରୁ ଭଲ ଆଉ କିଏ ପରିଧାନ କରିପାରିବ । ଦୀପିକା କିଛି ଦିନ ପୂର୍ବେ ତାଙ୍କ ବନ୍ଧୁଙ୍କ ବିବାହ ଆଟେଂଡ କରିବାକୁ ଯାଇଥିଲେ । ସେ ଏହି ଫଙ୍କସନରେ ଗୋଲ୍ଡେନ ରଂଗର ଶାଢୀ ପରିଧାନ କରିଥିଲେ । ଏହି ବିବାହ ବାଙ୍ଗାଲୁରୁରେ ଥିଲା ଯେଉଁଠି ଦୀପିକା ପହଂଚିଥିଲେ ।

ଏହି ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଶାଢୀରେ ଜବରଦସ୍ତ ଲୁକରେ ନଜର ଆସିଛନ୍ତି ଦୀପିକା । ଏହାସହ ଗୋଲ୍ଡେନ ରଂଗର ଶାଢୀରେ ସେ ଖୁବ ସୂୁନ୍ଦର ମଧ୍ୟ ଦିଶୁଥିଲେ । କିନ୍ତୁ ସ୍ୱାମୀ ରଣବୀର ଏଥିରେ ଭାଗ ନେଇ ପାରିନଥିଲେ ।

 

View this post on Instagram

 

@deepikapadukone with her sister @anishapadukone at her friend Urvashi’s wedding . . . . Follow us @deepikaholic_world @deepveerian_ . . . @deepikapadukone @anishapadukone #deepikapadukone #DeepVeerReception #deepveerwedding #deepikaatmetgala #deepikaatcannes #deepikaranveerwedding #cannesfilmfestival #cannes #cannes #cocktail #padmaavat #bajiraomastani #ramleela #gainfollowersquickly #gaintrick #gainfollowers #gainpost #likesforlikesback #likeforlikes #commentforcomment #comment4comment #likes #ranveersingh #loveaajkal #queen#deepikapadukone #DeepVeerReception #deepveerwedding #deepikaatmetgala #deepikaatcannes #deepikaranveerwedding #cannesfilmfestival #cannes #cannes #cocktail #padmaavat #bajiraomastani #ramleela #gainfollowersquickly #gaintrick #gainfollowers #gainpost #likesforlikesback #likeforlikes #commentforcomment #comment4comment #likes #ranveersingh #loveaajkal #queen#deepikapadukone #DeepVeerReception #deepveerwedding #deepikaatmetgala #deepikaatcannes #deepikaranveerwedding #cannesfilmfestival #cannes #cannes #cocktail #padmaavat #bajiraomastani #ramleela #gainfollowersquickly #gaintrick #gainfollowers #gainpost #likesforlikesback #likeforlikes #commentforcomment #comment4comment #likes #ranveersingh #loveaajkal #queen#deepikapadukone #DeepVeerReception #deepveerwedding #deepikaatmetgala #deepikaatcannes #deepikaranveerwedding #cannesfilmfestival #cannes #cannes #cocktail #padmaavat #bajiraomastani #ramleela

A post shared by Deepika Padukone World❤️ (@deepikaholic_world) on


ଦୀପିକା ପ୍ରଥମ ଥର ଏଭଳି ଗୋଲ୍ଡେନ ରଂଗର ଶାଢୀ ପିନ୍ଧି ନାହାନ୍ତି ବରଂ ଭିନ୍ନ ଭିନ୍ନ ଫଙ୍କସନରେ ସେ ଏହିଭଳି ଶାନଦାର ଶାଢୀ ପିନ୍ଧନ୍ତି ।

 

View this post on Instagram

 

A post shared by Deepika Padukone (@deepikapadukone) on

ତେବେ ଦୀପିକାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ମେଘନା ଗୁଲଜାରଙ୍କ ଫିଲ୍ମ ଛପାକ ଏବଂ କବୀର ଖାନଙ୍କ ଫିଲ୍ମ ୮୩ରେ ନଜର ଆସିବେ । ଛପାକରେ ଏସିଡ ଆହତ ଲକ୍ଷ୍ମୀଙ୍କ ଭୁମିକା ତୁଲାଉଥିବା ବେଳେ ୮୩ରେ କପିଲ ଦେବ ଅର୍ଥାତ ରଣବୀର ସିଂଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More