Only for Entertainment

କାନ୍ସରେ ଆପିୟରାନ୍ସ ଦେଇ ଭାରତ ଫେରିଲେ ଦୀପିକା, ଏୟାରପୋର୍ଟରେ ଦେଖିବାକୁ ମିଳିଲା ଷ୍ଟାଇଲିସ ଅବତାର

bollywood tadka
0 35

ବଲିଉଡ ଅଭନେତ୍ରୀ ଦୀପିକା ପାଦୁକୋନଙ୍କ ଜଲୱା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଥିଲା । କାନ୍ସରେ ଦୀପିକାଙ୍କ ଲୁକକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଇତି ମଧ୍ୟରେ ଦୀପିକା କାନ୍ସରେ ନିଜର ଆପିୟରାନ୍ସ ଦେଇ ଭାରତ ଫେରିଛନ୍ତି ।

1

ନିକଟରେ ଦୀପିକାଙ୍କୁ ଏୟାରପୋର୍ଟରେ ଦଖିବାକୁ ମିଳିଥିଲା । ଦୀପିକା ବ୍ରାଉନ ରଙ୍ଗର ଗାଉନ ପିନ୍ଧିଥିବା ବେଳେ ତା ସହିତ ମ୍ୟାଚିଙ୍ଗ ଓଭରକୋଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

2

କାନ୍ସରେ ଦୀପିକାଙ୍କ ପିଙ୍କ ଗାଉନକୁ ଖୁବ ଚର୍ଚ୍ଚାରେ ରହିଛି । ଅନେକ ଲୋକ ତାଙ୍କ ଲୁକକୁ ପସନ୍ଦ କରିଥିବା ବେଳେ ଆଉ କେତେକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ।

dipeeka

ଏହା ସହିତ କାନ୍ସରେ ଦୀପିକାଙ୍କ ବେକରେ ଥିବା ଆରକେ ଟାଟୁ ଦେଖିବାକୁ ମିଳିନଥିଲା ଏହାକୁ ନେଇ ଲୋକେ ତାଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । କିନ୍ତୁ ଖବର ଅନୁସାରେ ଦୀପିକା ଏହି ଟାଟୁକୁ ମକଅପ କରି ଲୁଚାଇଥିଲେ ।

3

ଏହା ସହିତ କାନ୍ସରେ ଦୀପିକାଙ୍କୁ ପିଙ୍କ ଗାଉନରେ ମସ୍ତିଭରା ଅନନ୍ଦାରେ ପୋଜ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଦୀପିକାଙ୍କ ପିଙ୍ଗ ଗାଉନ ବ୍ୟତିତ ତାଙ୍କର ଅନେକ ଷ୍ଟାଇଲିସ ଲୁକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More