Only for Entertainment

ଚହଳ ସୃଷ୍ଟି କରୁଛି ଦୀପିକାଙ୍କ ଗ୍ଲାମରସ୍ ଲୁକ !

vouge
0 43

ମାଗାଜିନରେ ବଲିଉଡ୍ ମସ୍ତାନୀଙ୍କ ଗ୍ଲାମରସ୍ ଅବତାର ଭୋଗ୍ ଇଣ୍ଡିଆ ମାଗାଜିନ୍ ପାଇଁ କଭର୍ ଗାର୍ଲ ସାଜିଛନ୍ତି ବଲିଉଡ୍ର ଏହି ଡିମ୍ପଲ କୁଇନ୍ ଚଳଚ୍ଚିତ୍ର ପଦ୍ମାବତରେ, ପଦ୍ମାବତୀ ଚରିତ୍ରକୁ ବେଶ ପ୍ରଂଶସା ମିଳିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଚାହିଦା ଆହୁରି ବୃଦ୍ଧି ପାଇ ଯାଇଛି ଆଉ ତାଙ୍କୁ ଏବେ ବିଭିନ୍ନ ମାଗାଜିନରେ କଭର୍ ଗାର୍ଲ ସାଜିବା ପାଇଁ ଅଫର୍ ପରେ ଅଫର୍ ଆସୁଛି ତେବେ ନିକଟରେ ଭୋଗ୍ ଇଣ୍ଡିଆ ମାଗାଜିନ୍ ପାଇଁ ଫଟୋସୁଟ୍ କରାଇଛନ୍ତି ଏହି ସୁନ୍ଦରୀ

ବଲିଉଡ୍ ଦୀପିକା ପାଦୁକୋଣ ନିକଟରେ ଭୋଗ ଇଣ୍ଡିଆ ମାଗାଜିନ୍ ପାଇଁ ଫଟୋସୁଟ୍ କରିବାରେ ନଜର ଆସିଥିଲେ ତେବେ ଫଟୋସୁଟ୍ କରିବା ସମୟରେ ବେଶ୍ ମସ୍ତି ମୁଡରେ ଦେଖିବାକୁ ମିଳିଛି ଏହି ଦକ୍ଷୀଣି ସୁନ୍ଦରୀଙ୍କୁ ଫଟୋସୁଟ୍ ସମୟରେ ନିଜ ବିଷୟରେ କିଛି ଅଜଣା କଥା ସେୟାର୍ କରିଛନ୍ତି ଏହି ଡିମ୍ପଲ୍ କୁଇନ୍ ଭୋଗ୍ ଇଣ୍ଡିଆର ଫେବୃୟାରୀ ଏଡିସନ୍ ପାଇଁ କଭର୍ ଗର୍ଲ ସାଜିଥିଲେ ବଲିଉଡ୍ ସୁନ୍ଦରୀ ଦୀପିକା ଆଉ ତାଙ୍କର ଏହି ଫଟୋସୁଟ୍ ଭଳି ତାଙ୍କ ଫଟୋଗ୍ରାଫ ଗୁଡିକ ବି ବେଶ୍ ଗ୍ଲାମରସ୍ ହୋଇ ପାରିଛି

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More