Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ବର୍ଥଡେରେ ଦୀପିକା ଶେୟାର କଲେ ଖାସ ଫଟୋ, କହିଲେ- ମୋ ପାଖରେ ଶବ୍ଦ ନାହିଁ !

Deccan Chronicle
29

ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ନିକଟରେ ନିଜ ୫୬ତମ ବର୍ଥଡେ ସେଲିବ୍ରେଶନ କରିଛନ୍ତି । ଏହି ଖାସ ମଉକାରେ ଦୀପିକା ପାଦୁକୋଣ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କିଛି ଖାସ ଅନ୍ଦାଜରେ ନିର୍ଦ୍ଦେଶକଙ୍କୁ ବର୍ଥଡେ ୱିଶ କରିଛନ୍ତି । ଏହି ଫଟୋରେ ଦୀପିକା ଭଂସାଲୀଙ୍କ ସହ ନଜର ଆସିଛନ୍ତି । ଶେୟାର କରାଯାଇଥିବା ଏହି ଫଟୋ ୨୦୧୫ରେ ଆସିଥିବା ବ୍ଲକବାଷ୍ଟର ଫିଲ୍ମ ବାଜିରାଓ ମସ୍ତାନୀର ବିହାଇଣ୍ଡ ଦ ସିନ ଫଟୋ ଅଟେ ।

 

View this post on Instagram

 

Happy Happy Birthday!??? No words can ever describe how much I love you!❤️❤️❤️ #SanjayLeelaBhansali

A post shared by Deepika Padukone (@deepikapadukone) on

ଫଟୋ ଦେଖି ଏଭଳି ଅନୁମାନ ହେଉଛି ଯେ ଏହା କୌଣସି ଏକ ସଟର ଶେଷରେ ଭଂସାଲୀଙ୍କୁ ଆଲିଙ୍ଗନ କରୁଥିବାର ଅଟେ । ଏହାସହ ଦୀପିକା ଭଂସାଲୀଙ୍କୁ ବର୍ଥଡେ ୱିଶ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ଭଂସାଲୀଙ୍କ ସହ ୩ଟି ବ୍ଲକବାଷ୍ଟର ଫିଲ୍ମ ‘ଗଲିଓ କି ରାସ ଲୀଲା ରାମ-ଲୀଲା’, ‘ବାଜିରାଓ ମସ୍ତାନୀ’, ଏବଂ ‘ପଦ୍ମାବତ’ରେ ଅଭିନୟ କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଭଂସାଲୀ କେବେ ନିଜ ଫିଲ୍ମ କାରଣରୁ ତ କେବେ କଳାକାରଙ୍କୁ ନେଇ ଚର୍ଚ୍ଚାରେ ଆସିଥାଆନ୍ତି । ଭଂସାଲୀ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାର ଷ୍ଟୁଡେଂଟ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More