Only for Entertainment

ଲୋକମତ ସମ୍ମାନ ଉତ୍ସବରେ ଦେଶୀ ଲୁକରେ ନଜର ଆସିଲେ ଦୀପିକା ପାଦୁକୋଣ !

32

ବଲିଉଡରେ ଅନୁଷ୍ଠିତ ହୋଇ ଯାଇଛି ଲୋକମତ ସମ୍ମାନ ଉତ୍ସବ । ଏହି ଅବସରରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଦେଶୀ ଷ୍ଟାଇଲ୍ ଦେଖିବାକୁ ମିଳିଛି । ଅଫ ହ୍ୱାଇଟ୍ କଲର୍ ଶାଢୀରେ ନଜର ଆସିଛନ୍ତି ବଲିଉଡ୍ ମସ୍ତାନି । ତେବେ ଏହି ଅବସରରେ ଏକ ଖାସ୍ କଥା ଦେଖିବାକୁ ମିଳିଥିଲା ।

ଅନେକ ଦିନରୁ ଦୀପିକାଙ୍କ ଥିବା ଆର.କେ ଟାଟୁ କୁ ହଟାଇ ଦେଇଛନ୍ତି ଦୀପିକା । ତାଙ୍କର ପଛ ବେକରେ ଥିବା ଏହି ଟାଟୁ ଦୀପିକା ହଟାଇ ଦେଇଛନ୍ତି ।

ତେବେ ଯେତେବେଳେ ସେ ରଣବୀର୍ କପୁରଙ୍କୁ ଡେଟ୍ କରୁଥିଲେ ଖାସ୍ ତାଙ୍କ ପାଇଁ ଏହି ଆର୍ କେ ଟାଟୁ କରିଥିଲେ ଦୀପିକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More