Only for Entertainment

ଦୀପିକା ପାଦୁକୋଣ ହାତରେ ଗ୍ଲାସ ଧରି କଲେ କିଛି ଏଭଳି, ଭିଡିଓ ହେଲା ଭାଇରାଲ !

57

ଦୀପିକା ପାଦୁକୋଣଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ସେ ମସ୍ତିମୁଡରେ ନଜର ଆସିଛନ୍ତି । ଦୀପିକା ପାଦୁକୋଣ ଏହି ଭିଡିଓରେ ହାତରେ ଏକ ଗ୍ଲାସ ଧରି କହୁଛନ୍ତି ‘ୟେ ଆୟା ପୁଲିସ’ସେ ରଣବୀର ସିଂଙ୍କ ଫିଲ୍ମ ସିମ୍ବାଙ୍କ ଷ୍ଟାଇଲ ଦେଖାଉଛନ୍ତି । ଦୀପିକାଙ୍କ ଏହି ଭିଡିଓ ତାଙ୍କ ସ୍ୱାମୀ ଅର୍ଥାତ ରଣବୀର ସିଂ ସୋସ୍ରିାଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ କ୍ୟାପଶନ ଦେଇଛନ୍ତି ‘ମାଇ ଚିୟର ଲିଡର’ । ରଣବୀର ସିଂଙ୍କ ‘ସିମ୍ବା’ ବକ୍ସଅଫିସରେ ୨୦୦କୋଟି ଅତିକ୍ରମ କରିସାରିଲାଣି ଏବଂ ଫିଲ୍ମର ବ୍ୟବସାୟ ଏବେ ମଧ୍ୟ ଜାରି ରହିଛି । ରଣବୀର ସିଂ ଙ୍କ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ ।

 

View this post on Instagram

 

My Cheerleader ?❤️?? @deepikapadukone

A post shared by Ranveer Singh (@ranveersingh) on

ତେବେ ଭିଡିଓ କଥା କହିବାକୁ ଗଲେ ଦୀପିକାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More