Only for Entertainment

ଭାଇରାଲ ହେଉଛି ଦୀପିକାଙ୍କ ଏହି ଲୁକ, ରଣବୀର ସିଂ ଦେଲେ ଏପରି କମେଣ୍ଟ

aajtak
0 39

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ୭ ମଇ ରାତିରେ ମେଟ ଗାଲା ଇଭେଣ୍ଟରେ ନଜର ଆସିଥିଲେ । ପୂର୍ବବର୍ଷ ମଧ୍ୟ ସେ ଏହି ଇଭେଣ୍ଟରେ ନଜର ଆସିଥିଲେ । ଦୀପିକା ନିକଟରେ ନିଜର ମେଟ ଗାଲା ଗେଟଅପ ଲୁକକୁ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ସେୟାର କରିବାର ମାତ୍ର ୧୧ ଘଣ୍ଟା ମଧ୍ୟରେ ଏହାକୁ ୮ ଲକ୍ଷ ୬୯ ହଜାରରୁ ଅଧିକ ଲୋକେ ପସନ୍ଦ କରିଛନ୍ତି । ଏହା ସହିତ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି ।

 

ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ ଦୀପିକାଙ୍କ ଏହି ଫଟୋରେ ନିଜ ପ୍ରତିପ୍ରିୟା ଦେଇଛନ୍ତି । ରଣବୀର ଫଟୋରେ ‘ଉଫଫ..’ ଲେଖି ନିଜ ଭାବନାକୁ ବ୍ୟକ୍ତ କରିଛନ୍ତି । ଏହା ବ୍ୟତିତ ଲଭ ଇମେଜି ମଧ୍ୟ ଦେଇଛନ୍ତି ।

ଦୀପିକାଙ୍କ ଏହି ଫଟୋକୁ ମିଶ୍ର ପ୍ରିତିକ୍ର୍ୟିା ମିଳିଛି । ଦୀପିରକା ଏହି ଇଭେଣ୍ଟରେ ଆମେରିକାର ଫ୍ୟଆଶନ ଡିଜାଇନର ପ୍ରବଲ ଗର୍ଗଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଆଉଟଫିଟ ପିନ୍ଧିଥିଲେ । ରେଡ କଲରର ଏହି ଗାଉନରେ ଦୀପିକା ଖୁବ କମ ଜୁଏଲରୀରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More