Only for Entertainment

ଦୀପିକା ରଣବୀର ଏକା ସାଙ୍ଗରେ କାମ କଲେ ଆପଣଙ୍କୁ ଈର୍ଷା ହେଉଛି କି ପଚାରିବାରୁ ଏଭଳି ପ୍ରତିକ୍ରିୟା ରଖିଲେ ରଣବୀର ସିଂ ।

40

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ରଣବୀରଙ୍କ ସହ ପ୍ରେମ ସଂପର୍କ ରଖିବା ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଡେଟ୍‌ କରୁଥିଲେ ଦୀପିକା ପାଦୁକୋନ୍‌ । କିନ୍ତୁ କିଛି ବର୍ଷ ପରେ ଦୁହିଁଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିଲା । ଯାହା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା । ଅଲଗା ହେବା ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଏବେ ବି ଭଲ ସଂପର୍କ ରହିଛି । ତେବେ ବିବାହ ପରେ ଦୀପିକା ନିଜ ପୁରୁଣା ପ୍ରେମିକଙ୍କ ସହ କାମ କଲେ ସ୍ୱାମୀ ରଣବୀର ଅସୁରକ୍ଷିତ ମନେ କରିବେ କି ବୋଲି ପଚରା ଯାଇଥିଲା ।

ଯାହାର ଉତ୍ତର ରଖି, ଆପଣଙ୍କୁ ଦେଖି କ’ଣ ଲାଗୁଛି? ମୋତେ କେମିତି ଲାଗୁଥିବ । ମୁଁ ଅସୁରକ୍ଷିତ ଅନୁଭବ କରୁଥିବା ଲୋକମାନଙ୍କ ମଧ୍ୟରୁ ନୁହେଁ । ମୁଁ ବହୁତ ସୁରକ୍ଷିତ । ମୁଁ ଜାଣିଛି କୌଣସି ମଣିଷ ଦୀପିକାଙ୍କୁ ସେତେ ଭଲ ପାଇ ପାରିବେ ନାହିଁ, ଯେତିକି ମୁଁ ତାଙ୍କୁ ଭଲ ପାଏ ବୋଲି କହିଥିଲେ ରଣବୀର ସିଂହ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More