Only for Entertainment

ପୁଣି ରୋମାଂଟିକ ହେଲେ ଦୀପିକା ରଣବୀର,କାରରେ କିସ କରି ଦେଲେ ବିଦାୟ ।

aajtak
23

ବଲିଉଡ ଆକ୍ଟର ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏକ କାର୍ଯ୍ୟକ୍ରମ ପାଇଁ ଦୁଇ ଜଣ ଦିଲ୍ଲୀରେ ଥିଲେ । ମୁମ୍ବାଇ ଏୟାରପୋର୍ଟରୁ ଦୁଇ ଜଣଙ୍କୁ ଏକା ସାଙ୍ଗରେ ବାହାରିଥିବାର ଦେଖିବାକୁ ମିଳିଛି ।

ଏହି ସମୟରେ ରଣବୀର ଦୀପିକାଙ୍କୁ ଗାଡ଼ିରେ ବସାଇଲେ ଏବଂ ଦୀପିକା ତାଙ୍କୁ କିସ କଲେ । ଦୀପିକାଙ୍କୁ ବିଦାୟ କରିବା ପରେ ରଣବୀର ତାଙ୍କର ଜଣେ ଫ୍ୟାନଙ୍କ ସହିତ ଫଟୋ ଉଠାଇଲେ ଏବଂ ବାହାରିଗଲେ । ଦିଲ୍ଲୀରେ ହୋଇଥିବା ଇଭେଂଟରେ ଦୀପିକା ମିଟୁ ଇଭେଂଟ ବିଷୟରେ ମଧ୍ୟ ନିଜର ରାୟ ଦେଲେ ।

ଯେତେବେଳେ ଦୀପିକାଙ୍କୁ ତାଙ୍କ ବିବାହ ତାରିଖ ବିଷୟରେ ପ୍ରଶ୍ନ କରାଗଲା ସେ କହିଲେଯେ ଯେବେ ଠିକ ହେବ ସମସ୍ତେ ଜାଣିପାରିବେ । ଖବର ଅନୁସାରେ ଦୁଇ ଜଣ ଏହି ବର୍ଷ ଶେଷ ସୁଦ୍ଧା ବିବାହ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More