ଦୀପିକାଙ୍କ ଗୀତ ଶୁଣି ଝୁମିବାକୁ ଲାଗିଲେ କନ୍ୟା, ଦେଖି ରହିଗଲେ ବର, ଦେଖନ୍ତୁ ମଜାଦାର ଭିଡିଓ !
ଦୀପିକା ପାଦୂକୋଣ ଏବଂ ରଣବୀର ସିଂଙ୍କ ବିବାହ ଫଟୋ ଗୋଟେ ପଟେ ଖୁବ ଭାଇରାଲ ହେବାରେ ଲାଗିଛି, ସେହିଭଳି ଅନ୍ୟ ପଟେ ଆଉ ଏକ ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖି ଆପଣଙ୍କୁ ମଧ୍ୟ ମଜା ଆସିଯିବ । ବିବାହ ସମୟରେ ଦୀପିକାଙ୍କ ଗୀତ ଶୁଣି କନ୍ୟା ଜଣକ ଏକ୍ସାଇଟେଡ ହୋଇ ଯାଇଛନ୍ତି । ଯେଉଁକାରଣରୁ ସେ ନିଜ ସିଟରେ ବସି ନାଚିବାକୁ ଏବଂ ଗାଇବାକୁ ଲାଗିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଧମାଲ ମଚାଇବାରେ ଲାଗିଛି । ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଏକ ଭିଡିଓ ଖୁବ ଶେୟାର ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ବିବାହରେ ବଲିଉଡ ସଙ୍ଗ ଚାଲି୍ଥିଲା ଏବଂ ବରକନ୍ୟା ବସିଛନ୍ତି । ଗୀତ ଶୁଣିବା କନ୍ୟା ଜଣକ ଗାଇବା ଏବଂ ନାଚିବାରେ ଲାଗି ପଡିଲେ ଯାହାକୁ ବର ଦେଖି ରହିଗଲେ । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।