Only for Entertainment

ସାମ୍ନାକୁ ଆସିଲା ଦୀପିକା ରଣବୀରଙ୍କ ରୟାଲ ୱେଡିଙ୍ଗର ସାଜସଜ୍ଜା ଫଟୋ ।

bollywood tadka
30

ରଣବୀର ଏବଂ ଦୀପିକାଙ୍କ ବିବାହର ପ୍ରସ୍ତୁତି ଇଟାଲୀର କୋମୋ ଲେକ ଠାରେ ଆରମ୍ଭ ହୋଇସାରିଛି ।ଗତକାଲି ମେହେନ୍ଦୀ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ପୂରା ହୋଇସାରିଛି । ତେବେ ପ୍ରସ୍ତୁତିର ଫଟୋ ସାମ୍ନାକୁ ଆସିଛି ।

ଦୁଇଜଣଙ୍କ ବିବାହ ୧୪ରେ କୋଙ୍କଣି ପରମ୍ପରା ଏବଂ ୧୫ରେ ସିନ୍ଧୀ ପରମ୍ପରାରେ ସମ୍ପନ୍ନ ହେବ ।

 

କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁଇ ପରିବାରର ସଂପର୍କୀୟ ଇଟାଲୀରେ ପହଂଚି ସାରିଛନ୍ତି ।

ବିବାହର ଭେନ୍ୟୁ ଏତେ ସୁନ୍ଦରଯେ ଏହାକୁ ଦେଖିବା ମାତ୍ରେ ଆପଣ ମଧ୍ୟ ଇଛା କରିବେ ଏହି ସ୍ଥାନରେ ବିବାହ କରିବା ପାଇଁ ।

ଖବର ଅନୁସାରେ ଏହି ବିଲା ରଣବୀର ଏବଂ ଦୀପିକାଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ବୁକ କରାସରିଛି ।

ଇଟାଲୀର ଲେକ କୋମୋ ଇତିହାସ ୧୦ ବର୍ଷ ପୁରୁଣା ।ଏହା ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ।

ବଗିଚାରେ ଅତିଥିଙ୍କ ଆରାମ ପାଇଁ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More