Only for Entertainment

ଦୀପବୀରଙ୍କ ଭେନ୍ୟୁର ଫଟୋ ସାମ୍ନାକୁ ଆସିବା ମାତ୍ରେ ହଠାତ ଡିଲିଟ କରି ଦିଆଗଲା ।

bollywood tadka
28

ବଲିଉଡ ଆକ୍ଟର ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ଉତ୍ସୁକତା ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଦୁଇ ଜଣଙ୍କ ଭେନ୍ୟୁ ଫଟୋ ସାମ୍ନାକୁ ଆସୁଛି । ଏହି ମଧ୍ୟରେ ଗାୟକ ହର୍ଷଦୀପ କୌର ଯିଏକି ଏହି ବିବାହରେ ପର୍ଫମ କରିବେ ସେ ଲେକ କୋମୋ ହ୍ରଦ ନିକଟରେ ଛିଡ଼ା ହୋଇ ଏକ ଫଟୋ ଉଠାଇଛନ୍ତି । ଯାହାକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।ତେବେ ହର୍ଷଦୀପଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଫଟୋକୁ ତତକ୍ଷଣାତ ଡିଲିଟ କରିଦିଆଯାଇଛି ।

ଖବର ଅନୁସାରେ ସ୍ୱୟଂ ଦୀପିକା ଏବଂ ରଣବୀର ତାଙ୍କ ଅତିଥିଙ୍କୁ ବିବାହକୁ ଫଟୋ ଶେୟାର କରିବା ପାଇଁ ମନା କରିଛନ୍ତି । ଏହି କାରଣରୁ ଏହି ସୁନ୍ଦର ସ୍ଥାନର ଫଟୋଟିକୁ ଡିଲିଟ କରିଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More