Only for Entertainment

ଭବନାନୀ ପରିବାର ଦ୍ୱାରବନ୍ଧରେ କିଛି ଏଭଳି ଅନ୍ଦାଜରେ ପାଦ ରଖିଲେ ନବବଧୂ ଦୀପିକା ପାଦୁକୋନ, ଦେଖନ୍ତୁ ଫଟୋ ଏବଂ ଭିଡିଓ ।

bollywood life
38

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଦୁହେଁ ବଲିଉଡର ଏପରି ଜଣେ କଳାକର ଯେ ନା କେବଳ ବଲିଉଡରେ ନିଜର ନାଁ କମାଇଛନ୍ତି ବରଂ ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଛନ୍ତି । ନିକଟରେ ଦୁହେଁ ଇଟାଲିର ଲେକ କୋମୋରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କହିରଖୁଛୁ ଯେ, ଦୀପିକା ଏବଂ ରଣବୀର ବିବାହ ପରେ ଇଟାଲିରୁ ମୁମ୍ବାଇ ଫେରିଛନ୍ତି । ମୁମ୍ବାଇ ଫେରିବା ପରେ ଦୁହେଁ ରଣବୀରଙ୍କ ବାସ ଭବନ ଅର୍ଥାତ ଭବନାନୀ ଭବନରେ ପହଁଚିଛନ୍ତି । ଇତି ମଧ୍ୟରଣବୀରଙ୍କ ଘରୁ ନବ ଦମ୍ପତ୍ତିଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ପରିବାର ଲୋକେ ନବବଧୂ ଦୀପିକାଙ୍କୁ ସ୍ୱାଗତ କରିବା ପାଇଁ ଖୁବ ଏକ୍ସାଇଟେଡ ଥିବା ଦେଖିବାକୁ ମିଳିଛି । ଫଟୋରେ ଦୀପିକା ଏବଂ ରଣବୀର ମିଡିଆକୁ ଅଭିବାଦନ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଦେଖନ୍ତୁ ଫଟୋ-

deepveer

deepveer1

deepveer2

deepveer3

deepveer5

veer

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More