Only for Entertainment

ନେଟଫ୍ଲିକ୍ସ ରେ ମାର୍ଚ୍ଚ ୨୨ତାରିଖରେ ରିଲିଜ ହେବାକୁ ଯାଉଛି ଦିଲ୍ଲୀ ନିର୍ଭୟା କେସ ଉପରେ ଆଧାରିତ ସିରିଜ ‘କ୍ରାଇମ ଦିଲ୍ଲୀ’ !

25

ଆୱାର୍ଡ ବିଜେତା ଭାରତ ରେ ରହୁଥିବା କାନାଡିଆନ ରିଧି ମେହେତାଙ୍କ ୭ଟି ଏପିଷୋଡ଼ ଥିବା ସିରିଜ ‘ଦିଲ୍ଲୀ କ୍ରାଇମ’ ନେଟଫ୍ଲିକ୍ସ ରେ ରିଲିଜ ହେବ । ଏହାକୁ ୱାର୍ଲଡ଼ ୱଇଡ଼ରେ ୨୨ମାର୍ଚ୍ଚ ରେ ନେଟଫ୍ଲିକ୍ସରେ ରିଲିଜ କରାଯିବ ।

ଏହି ସିରିଜ ୨୦୧୨ରେ ଦିଲ୍ଲୀରେ ହୋଇଥିବା ଗଣ ଧର୍ଷଣ ‘ନିର୍ଭୟା’ଉପରେ ଆଧାରିତ ଏବଂ ଏହି କେସକୁ ପୁଲିସ କିପରି ଯାଂଚ କରିଥିଲେ ଏହି ସିରିଜରେ ଦେଖାଯାଇଛି ।

ସନଡାନ୍ସ ଫିଲ୍ମ ଫେଷ୍ଟିଭାଲ ରେ ଏହାର ପ୍ରିମିୟର ଏପିଷୋଡ଼ ଶ୍ରେଣୀ ହେବ । ମେହେତାଙ୍କ କହିବା ମୁତାବକ ଦିଲ୍ଲୀ କ୍ରାଇମ ଫିଲ୍ମ ନିର୍ମାଣ ଏକ ବ୍ୟକ୍ତିଗତ ରୂପରେ ପରିବର୍ତ୍ତନକରି ଯାତ୍ରା ରହିଥିଲା । ଏଥିରେ ଲୋକଙ୍କ ସହ କଥା ହୋଇ ଟିପ୍ପଣୀ ନେବା ଠାରୁ ଆରମ୍ଭ କରି ପୁଲିସ ଦ୍ୱାରା ଉଠାଯାଇଥିବା ପଦକ୍ଷେପ ଦର୍ଶାଯାଇଛି ।

ସୋ କଳାକାର ମଧ୍ୟରେ ସେଫାଳି ସାହ, ଆଦିଲ ହୁସେନ, ଡେଂଜିଲ ସ୍ମିଥ, ରାଶିକା ଦୁଗଲ, ରାଜେଶ ତେଲଂଗ ଏବଂ ୟସସ୍ୱିନୀ ଦାୟମା ସାମିଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More