Only for Entertainment

ପ୍ରେମିକାକୁ ଗୁଳି ମାରିଲେ ପ୍ରେମିକ ।

AajTak
0 61

ଦିଲ୍ଲୀର ଭାରତ ନଗର ଅଞ୍ଚଳରେ ଜଣେ ପ୍ରେମିକ ପ୍ରେମିକାର ଘରେ ପଶି ଗୁଳି କାଣ୍ଡ କରିଛନ୍ତି । ଅପରାଧୀ ପ୍ରେମିକ ଜଣକୁ ପୁଲିସ ଗିରଫ କରିଛି । ଅପରାଧୀ ପ୍ରେମିକ ହରିସ ନିଜ ପ୍ରେମିକା ଅଂସୁଲଙ୍କୁ ଗୁଳି କରିଥିଲେ । ଏହି ଘଟଣା ପରେ ପୁଲିସ ପ୍ରେମିକ ଜଣକୁ ଗିରଫ କରିଛନ୍ତି ।

ଦୁହେଁ ପ୍ରାୟ ପାଞ୍ଚ ବର୍ଷ ହେବ ପ୍ରେମ ସମ୍ପର୍କରେ ରହିଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ କଳି ଝଗଡା ଲାଗିରହୁ୍ଥିଲା, ଏହିକାରଣରୁ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଝଡ ସୃଷ୍ଟି ହୋଇଥିଲା । ଏହାପରେ ଅଂସୁଲଙ୍କର ଅନ୍ୟ ଏକ ସ୍ଥାନରେ ନିର୍ବନ୍ଧ ହେବାରୁ ସେହି ଦିନ ହରିଶ ଅଂସୁଲଙ୍କ ଘରେ୍ ପଶି ଗୁଳିଚାଳନା କରିଥିଲେ । ଅଂସୁଲ ବ୍ୟାଙ୍କରେ ଜଣେ ଚାଟାର୍ଡ ଆକାଉଂଟାଂଟଣ୍ଟ ଭାବେ କାର୍ଯ୍ୟରତ ଥିଲେ । ପ୍ରେମିକା ଜଣକୁ ଏବେ ସାଲିମାର ନାମକ ମେଡିକାଲରରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ ଅଂସୁଲଙ୍କ ଅବସ୍ଥାରେ ଏବେ ସୁଧାର ଆସିଛିି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More