Only for Entertainment

ବଜେଟରୁ ଦୁଇ ଗୁଣା ଅଧିକ ରୋଜଗାର କରିଛି ଧଡ଼କ । ପାର୍ଟିରେ ଖୁବ ମସ୍ତୀ କଲେ ଈଶାନ ଓ ଜାହ୍ନବୀ ।

amarujala
0 40

ଜାହ୍ନବୀ ଏବଂ ଈଶାନଙ୍କ ଅଭିନୀତ ଫିଲ୍ମ ଧଡ଼କ ୭୦ କୋଟିରୁ ଅଧିକ ରୋଜଗାର କରିସାରିଛି । ୩୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଦୁଇ ଜୁଣା ଟଙ୍କା ଇନକମ କରି ରେକର୍ଡ଼ କରିଛି । ଏହି କାରଣରୁ ମୁମ୍ବାଇରେ ଫିଲ୍ମର ସକସେସ ପାର୍ଟି ରଖା ଯାଇଥିଲା । ପାର୍ଟିରେ ଷ୍ଟାରକାଷ୍ଟଙ୍କ ସହିତ କ୍ରୁ ମେମ୍ବର ମଧ୍ୟ ସାମିଲ ଥିଲେ ।

ଈଶାନଙ୍କ କହିବା ଅନୁସାରେ ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଥିବାରୁ ସେ ଖୁସି ଅଛନ୍ତି । ୱାର୍ଲଡ ୱାଇଲଡ କଲେକ୍ସନ ଅନୁସାରେ ଫିଲ୍ମ ୧୦୦ କୋଟିରୁ ଅଧିକ ଇନକମ କରିଛି । ପାର୍ଟିରେ ନିର୍ଦ୍ଦେଶକ ଶଶାଙ୍କ ଖୈତାନ ଏବଂ ପ୍ରଯୋଜକ କରଣ ଜୋହର ମଧ୍ୟ ଉପସ୍ଥିତ ଥିଲେ । ପାର୍ଟିର ଥିମ ବ୍ଲାକ କଲର ରଖାଯାଇଥିବାରୁ ସମସ୍ତ ଷ୍ଟାରକାଷ୍ଟ ବ୍ଲାକ କଲରର ଡ୍ରେସ ପିନ୍ଧିଥିଲେ । ତେବେ ଫିଲ୍ମ ସୁଟିଂ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଖବର କରଣ ଜୋହର ସୋସିଆଲ ମିଡିଆରେ ସୂଚନା ଦେଉଥିଲେ ।

ଫିଲ୍ମ ଧଡ଼କକୁ ଭାରତରେ ୨୨୩୫ଟି ସ୍କ୍ରିନରେ ରିଲିଜ କରାଯାଇଥିଲା । ଫିଲ୍ମରେ ଆଶୁତୋଷ ରାଣା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More