Only for Entertainment

ରିଲିଜ ହେଲା ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ ‘ଧଡକ’ର ଟ୍ରେଲର, ଦେଖିବାକୁ ମିଳିଲା ଜବରଦସ୍ତ କେମେଷ୍ଟ୍ରୀ

DNA India
0 42

ଶେଷରେ ପ୍ରତିକ୍ଷାର ଅନ୍ତ ହୋଇଛି । କିଛି ସମୟ ପୂର୍ବରୁ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଧଡକ’ର ଟ୍ରେଲର ଲଂଚ କରାଯାଇଛି । ଏହା ହେଇଛି ସୁପରହିଟ ମରାଠୀ ଫିଲ୍ମ ‘ସୈରାଟ’ର ଦିନ୍ଦୀ ରିମେକ ।

ଫିଲ୍ମର କାହଣୀ ଅନର କିଲିଂ ଉପରେ ଆଧାରିତ । ଏହା ମରାଠୀ ଫିଲ୍ମର ରିମେକ ସତ କିନ୍ତୁ ଫିଲ୍ମରେ ଅନେକ ନୂତନତ୍ୱ ରହିଛି । ଫିଲ୍ମର ପୃଷ୍ଠଭୂମି ରାଜସ୍ଥାନ ରହିଛି । ଟ୍ରେଲରରେ ଇଶାନ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରୀ ଜବରଦସ୍ତ ରହିଛି । ଇଶାନ ଏବଂ ଜାହ୍ନବୀଙ୍କ ଚମତ୍କାର ଅଭିନୟ ଫିଲ୍ମକୁ ଆହୁରି ସୁନ୍ଦର କରିଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମ ୨୦ ଜୁଲାଇରେ ରିଲିଜ ହେବ ।
ଦେଖନ୍ତୁ ଟ୍ରେଲର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More