Only for Entertainment

ଗାୟିକୀ ସହିତ ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ଧିରେ ଧିରେ’ରେ ଦେଖିବାକୁ ମିଳିଲା ସ୍ୱୟମ-ଅର୍ପିତାଙ୍କ ଅଭିନୟର ଯାଦୁ

you tube
32

ୟୁଟୁବରେ ରିଲିଜ୍ ହେଲା ରୋମାଂଟିକ୍ ଗୀତ ‘ଧିରେ ଧିରେ’ । ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟମ୍ ପାଢୀ ଓ ଅପ୍ରିତାଙ୍କ ମନଛୁଆଁ ଗାୟିକୀ ଶୁଣିବାକୁ ମିଳିଛି ଏହି ଗୀତରେ । ଖାସ୍ କଥା ହେଲା ଏଥିରେ ଦୁହିଁଙ୍କ ଗାୟିକୀ ସହ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ସୋମେଶ ତ୍ରିପାଠୀଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ଗୀତର ଲିରିକ୍ସ ଦେଇଛନ୍ତି ସରୋଜ୍ କୁମାର୍ ପଟ୍ଟନାୟକ୍ । ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ୟୁରେକା ଏପଟା । ଆମର ମ୍ୟୁଜିକ୍ ଓଡିଆର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More