Only for Entertainment

ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ ହେଲେ ଡିଂଚକ ପୂଜା, ପ୍ରଶଂସାରେ ପ୍ରସ୍ତୁତ କଲେ ଏହି ଗୀତ

DNA India
0 45

ଏବେ ଆଇପିଏଲର ଯାଦୁ ସମସ୍ତଙ୍କ ଉପରେ ଛାଇରହିଛି । ଏଥିରୁ ସୋସିଆଲ ମିଡିଆ ସେନସେସନ ଢିଂଚକ ପୂଜା ବର୍ତ୍ତିବେ ବା କେମିତି । ଆଇପିଏଲକୁ ନେଇ ପୂଜା ଏକ ନୂଆ ଗୀତ ରିଲିଜ କରିଛନ୍ତି । ଏହି ଗୀତକୁ ସେ ଖାସ ଭାବେ ଚେନ୍ନାଇ ସୁପର କିଙ୍ଗସକୁ ଡେଡିକେଟ କରିଛନ୍ତି । ଏହି ଗୀତରେ ସେ ଚେନ୍ନାଇ ଟିମକୁ ଖୁବ ପ୍ରଶଂସା କରିବା ସହିତ ଟିମ ଜିତିବ ବୋଲି କହିଛନ୍ତି । ପୂଜାଙ୍କ ଗୀତରେ ଲୋକଙ୍କ ମିଶ୍ର ପତିକ୍ରିୟା ଦେଇଛନ୍ତି । କେହି ତାଙ୍କୁ ଆଇ ଲଭ ୟୁ କହିଛନ୍ତି ତ କେହି କହିଛନ୍ତି ଏହି ଗୀତ ପରେ ଚେନ୍ନାଇ ନିଶ୍ଚିତ ହାରିବ ।

ଦେଖନ୍ତୁ ପୁରା ଗୀତ…

ସେଲ୍ଫି, ଦିଲୋ କା ସୁଟର ଏବଂ ଆଫରୀନ ଫାତିମା ଗୀତ ଗାଇ ସୋସିଆଲ ଚର୍ଚ୍ଚାକୁ ଆସିଥିଲେ ପୂଜା । ପୂଜା ବିଗ ବସ ୧୧ରେ ମଧ୍ୟ ନମଜର ଆସିଥିଲେ । ବିଗ ବସ ଫାଇନାଲରେ ମଧ୍ୟ ସେ ଅକ୍ଷୟ କୁମାର ଏବଂ ସଲମାନଙ୍କ ସହିତ ଦିଲୋ କା ସୁଟର ଗାଇ ମଂଚରେ ରଙ୍ଗ ଜାମାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More