Only for Entertainment

କ୍ୟୁଟନେସ ଓଭରଲୋଡେଡ । ଦେଖନ୍ତୁ ଧୋନୀଙ୍କ ଲାଡଲୀ ଝିଅକୁ ।

bollywood tadka
0 38

ଭାରତୀୟ କ୍ରିକେଟର ଏମ ଏସ ଧୋନିଙ୍କ ଝିଅ ଜୀବା କ୍ୟୁଟନେସ ମାମଲାରେ କୌଣସି ଷ୍ଟାର କିଡଙ୍କ ତୁଳନାରେ କମ ନୁହଁନ୍ତି ।

ଗତ କିଛି ଦିନ ତଳେ ଜୀବା ଫଟୋସୁଟ କରାଇଛନ୍ତି । ଏଥିରେ ସେ କୌଣସି ରାଜକୁମାରୀ ତୁଳନାରେ କମ ଲାଗୁ ନାହାନ୍ତି ।

ବାପା ଧୋନିଙ୍କ ଭଳି ଜୀବାଙ୍କ ଅନ୍ଦାଜ ମଧ୍ୟ ଖୁବ ନିଆରା । ତାଙ୍କର ଅନେକ କ୍ୟୁଟ ଫଟୋ ଇଂଟରନେଟରେ ପସନ୍ଦ କରାଯାଉଛି ।

ଜୀବା ନିଜର କ୍ୟୁଟନେସ ପାଇଁ ସମସ୍ତଙ୍କ ମନ କିଣି ନିଅନ୍ତି ।

ଆଇପିଏଲର ସମ୍ପୂର୍ଣ୍ଣ ସିଜନରେ ଧୋନିଙ୍କ ଲାଡ୍ଲୀ ଜୀବା ଚର୍ଚ୍ଚାରେ ରହିଥିଲେ ।

ମୁମ୍ବାଇ ସହ ଓପନିଂ ମ୍ୟାଚ ଠାରୁ ଆରମ୍ଭ କରି ହାଇଦ୍ରାବାଦ ସହ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଜୀବା ସମସ୍ତ ମ୍ୟାଚର ଆରମ୍ଭରୁ ମା’ ସାକ୍ଷୀଙ୍କ ସହ ଏବଂ ମ୍ୟାଚ ସରିବା ପରେ ଧୋନିଙ୍କ ସହ ନଜର ଆସିଥିଲେ ।

ସମସ୍ତ ସିଜନରେ ଜୀବାଙ୍କ ଅନେକ ଭିଡିଓ ମଧ୍ୟ ସେ ସମୟରେ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More