Only for Entertainment

ପରଦାକୁ ଆସୁଛି ‘ହାପି ଭାଗ ଜାୟେଗି’ ଫିଲ୍ମର ସିକ୍ୱେଲ ! ରିଲିଜ ହେଲା ମୋଶନ ପୋଷ୍ଟର

Amar Ujala
0 28

ଦୁଇ ବର୍ଷ ପୂର୍ବେ ହାପି ହୋଇ ଭାଗିଥିବା ଡାୟେନା ପେଂଟୋ ପୁଣି ଥରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତି କରୁୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଡାଏନା ପେଂଟୋ, ଜିମ୍ମି ସେରଗିଲ ଏବଂ ଅଲ୍ଲୀ ଫଜଲଙ୍କ ଫିଲ୍ମ ‘ହାପି ଭାଗ ଜାୟେଗୀ’ର ସିକ୍ୱେଲ ‘ହାପି ଫିର ଭାଗ ଜାୟେଗୀ’ ଖୁବ ଶୀଘ୍ର ଦର୍ଶକଙ୍କୁ ହସାଇବା ପାଇଁ ଆସୁଛନ୍ତି । ୨୦୧୬ରେ ରିଲିଜ ହୋଇଥିବାଏହି ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସବୁଠାରୁ ମଜା କଥା ହେଉଛି ଏହି ସିକ୍ୱେଲ ଫିଲ୍ମରେ ନଜର ଆସିବେ ସୋନାକ୍ଷୀ ସିନ୍ହା ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଦୁଇ ଦିନ ପୂର୍ବେ ଫିଲ୍ମର ଏକ ଟିଜର ରିଲିଜ ହୋଇଥିଲା ଯେଉଁଥିରେ ଡାଏନା ପେଂଟୋ ନଜର ଆସିଥିଲେ, ଏବଂ ଏହା କହିଥିବା ନଜର ଆସିଥିଲେ ଯେ ସେ ତ ଅଛନ୍ତି ଭାଗିଲେ କିଏ? ଏହି ଟିଜରରୁ ପରିଷ୍କାର ଜଣା ପଡୁଛି ଯେ ଫିଲ୍ମର ସିକ୍ୱେଲ ରେ ଡବଲ ଧମାଲ ଦେଖିବାକୁ ମିଳିବ । ଏବେ ଫିଲ୍ମର ନିର୍ମାତା ମୋଶନ ପୋଷ୍ଟର ରିଲିଜ କରିଛନ୍ତି, ଯେଉଁତିରେ ସୋନାକ୍ଷୀ ସିନ୍ହା ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଜଶି ଗିଲ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More