Only for Entertainment

ଦିବ୍ୟାଙ୍କାଙ୍କ ବଡିକୁ ନେଇ ଟ୍ରୋଲର କଲା ଅଶ୍ଳୀଳ କମେଂଟ,ଜାଣନ୍ତୁ କିଭଳି ଉତ୍ତର ଦେଲେ ଦିବ୍ୟାଙ୍କା ।

aajtak
0 51

ଦିବ୍ୟାଙ୍କା ତ୍ରିପାଠୀ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯିଏ ନିଜର ଭିନ୍ନ ଅନ୍ଦାଜରେ ଟ୍ରୋଲର୍ସ ମାନଙ୍କୁ ଜୱାବ ଦେଇଥାନ୍ତି । ବାସ୍ତବରେ ଜଣେ ଟ୍ରୋଲର୍ସ ତାଙ୍କ ବଡ଼ିକୁ ନେଇ ଅଶ୍ଳୀଳ କମେଂଟ ଦେଇଛନ୍ତି । ଯାହାପରେ ଅଭିନେତ୍ରୀ ବଡି ସେମିଂର ଭଲ ଉତ୍ତର ଦେଇଛନ୍ତି ।

ଦିବ୍ୟାଙ୍କା ତାଙ୍କ ପତି ବିବେକ ଦହିୟା ଏବଂ ଏକ ସାଙ୍ଗ ସହିତ ଥିବା ଏକ ଫଟୋ ସେୟାର କରିଥିଲେ । କିନ୍ତୁ ଜଣେ ବ୍ୟକ୍ତି ଏହା ଉପରେ ଏକ ଅଭଦ୍ର କମେଂଟ କରିଥିଲା । ଏହାପରେ ଦିବ୍ୟାଙ୍କା ସେହି ବ୍ୟକ୍ତିର କ୍ଲାସ ନେଇଥିଲେ ।

?❤️?

A post shared by Divyanka Tripathi Dahiya (@divyankatripathidahiya) on

ଦିବ୍ୟାଙ୍କା କହିଲେ ମୋତେ ମୋ ବୋସମକୁ ……………ନେଇ ଗର୍ବ ହେଉଛି । ପ୍ରତ୍ୟେକ ଝିଅଙ୍କୁ ମଧ୍ୟ ଗର୍ବ ହେବା ଉଚିତ । କାରଣ ଭଗବାନ ଆମକୁ କିଛି ଖାସ ଉଦ୍ଦେଶ୍ୟରେ ସୃଷ୍ଟି କରିଛନ୍ତି । ଏଥିରେ ଲାଜ କରିବାର କୌଣସି କଥା ନାହିଁ । ଦିବ୍ୟାଙ୍କାଙ୍କ ଏହି ଉତ୍ତର ଶୁଣି ଟ୍ରୋଲର ତାଙ୍କ କମେଂଟ ଡିଲିଟ କରି ଦେଇଥିଲେ । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଏହିଭଳି ଘଟିଛି ଏବଂ ଦିବ୍ୟାଙ୍କା ଟ୍ରୋଲର୍ସଙ୍କ କ୍ଲାସ ମଧ୍ୟ ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More