Only for Entertainment

ଚାକରାଣୀ ର ବିବାହ ରେ ପହଞ୍ଚିଲେ ଏହି ଅଭିନେତ୍ରୀ , ଲୋକମାନେ ଖୁବ କଲେ ପ୍ରଶଂସା ।

0 58

ଆମ ବଲିଉଡ ଜଗତରେ ଏଭଳି କଳାକାରମାନେ ଅଛନ୍ତି ଯେଉଁମାନେ ନିଜ ଅଭିନୟ ରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି, ଏବଂ ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଛନ୍ତି । ଏହି କଳାକାର କେବଳ ଫିଲ୍ମ ନୁହନ୍ତି ବରଂ ସମୟ ପଡିଲେ ଗରିବ ମାନଙ୍କ ସହାୟତା ପାଈଁ ଆଗଭର ହୋଇଥାନ୍ତି । ଗରୀବ ଙ୍କ ସୁଖଦୁଃଖ ରେ ଆଗକୁ ଆସି ଭାଗ ନିଅନ୍ତି ।

ଆଜି ଆମେ ସେହିଭଳି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ଘର ଚାକରାଣୀ ଙ୍କ ବିବାହ ରେ ସାମିଲ ହୋଇ ବିବାହକୁ ଦୁଇଗୁଣା ଖୁସି ଦେଇଛନ୍ତି ।

ଆଜ୍ଞା ହଁ ,ଆମେ ଏଠାରେ ବଲିଉଡର ସୁନ୍ଦରୀ ଆଲିୟାଙ୍କ କଥା କହୁଛୁ । ଏଠାରେ ଆମେ କହି ରଖୁଛୁ ଯେ ଆଲିୟାଙ୍କର ଏକ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି ।ଯେଉଁଥିରେ ସେ ବିବାହିତ ଯୋଡ଼ିଙ୍କ ସହ ନଜର ଆସିଛନ୍ତି । ସେ ଵିଵାହ ଆଲିୟା ଙ୍କ ଚାକରାଣୀ ଙ୍କର ଥିଲା। ଯେଉଁଥିରେ ଆଲିୟା ତାଙ୍କ ଘରକୁ ଯାଇ ବିବାହରେ ସାମିଲ ହୋଇଥିଲେ

 

View this post on Instagram

 

Such a sweet gesture by Aaloo ❤️. Follow ? @InstantBollywood for more updates ❤️❤️❤️ . . #aliabhatt #bollywood

A post shared by Instant Bollywood (@instantbollywood) on


ଏହି କାରଣରୁ ଆଲିୟାଙ୍କର ଖୁବ ପ୍ରଶଂସା ହେବାରେ ଲାଗିଛି । ଏହା ବ୍ୟତୀତ ଫିଲ୍ମର ଅନେକ କଳାକାର ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ଆଗରୁ ଏଭଳି ଗରୀବ ମାନଙ୍କ ସେବା କରନ୍ତି । ଗରୀବ ଙ୍କୁ ଦାନ ମଧ୍ୟ ଦିଅନ୍ତି । ଆଲିୟା ଏବେ ନିଜ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More