ମଧୁମେହ ରୋଗୀ ତ ଧ୍ୟାନ ରଖନ୍ତୁ,ଯାଇପାରେ ଆଖିର ରଶ୍ମି ।
ଭାରତରେ ମଉମେହ ରୋଗୀଙ୍କ ସଂଖ୍ୟା କିଛି କମ ନୁହେଁ । ପ୍ରତିଦିନ ଏହାକୁ ନେଇ କିଭଳି ସାବଧାନ ରହିବାକୁ ପଡ଼ିବ ତାହା ଆମେ ଆପଣଙ୍କୁ ଜଣାଇଥାଉ । ତେବେ ନିକଟରେ ମଧୁମେହକୁ ନେଇ ଏକ ଗବେଷଣା ହୋଇଥିଲା ଯାହାକୁ ନେଇ ତଥ୍ୟ ଆସିଛିଯେ ଏହା ଦ୍ୱାରା ଆଖିର ରଶ୍ମି ଯାଇପାରେ । ମଧୁମେହରେ ପିଡ଼ିତ ଲୋକଙ୍କ ମଧ୍ୟରେ ଅନ୍ୟ ଲୋକଙ୍କ ଅପେକ୍ଷା ୨୫ ପ୍ରତିଶତ ଅଧିକ ସମ୍ଭାବନା ରହିଥାଏ ।
ଡାଇେବେଟିଜ ମେକ୍ୟୁଲାର ଏଡିମାରେ ରେଟିନାରେ ତରଳ ସଂଚିତ ରହିଥାଏ । ଏହା ରେସତି ରକ୍ତ ବାହିକା କାରଣରୁ ହୋଇଥାଏ । ଯଦି କୌଣସି ବ୍ୟକ୍ତି ମଧ୍ୟରୁ ଡାଇବେଟିଜ ରେଟିନାପେଥି ମିଳିଥାଏ ତେବେ ତାକୁ ଡିଏମଇ ହୋଇପାରେ । ଡିଏମଇ ଡିଆରର ସୁବଠାରୁ ସାଧାରଣ ରୂପ ।ହାଇବେଟିଜରେ ପିଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଡିଆର ହେବାର ସମ୍ଭାବନା ରହିଥାଏ । ଏହା ଦ୍ୱାରା ଅସ୍ପଷ୍ଟ ଦେଖାଯିବା,ସିଧା ଲାଇନ ବଙ୍କା ଦେଖାଯିବା,ରଙ୍ଗ ବୁଝିବାରେ ସମସ୍ୟା ହେବା ,ଦୂରରୁ ଦେଖିବା ସମସ୍ୟା ହେବା,ଦୃଷ୍ଟି କେନ୍ଦ୍ର ଛୋଟ ଦେଖାଯିବା ଆଦି ସାମିଲ ରହିଛି । ତେଣୁ ଏଥିପ୍ରତି ସଜାଗ ରହିବା ଉଚିତ ଏବଂ ନିୟମିତ ଏହାର ଚେକ କରିବା ଉଚିତ ।