Only for Entertainment

ଆରବିକ୍ ଭର୍ସନରେ ରିଲିଜ ହେଲା ଦିଲବର ସଙ୍ଗ, ଗୀତକୁ ଗାଇଛନ୍ତି ନିଜେ ନୋରା !

youtube
25

୨୦୧୮ରେ ବଲିଉଡରେ ସବୁଠାରୁ ସୁପରହିଟ ହୋଇଥିବା ଗୀତ ‘ଦିଲବର’ , ଯେଉଁଥିରେ ନୋରା ଫତେହିଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଥିଲା । ଏହା ଫିଲ୍ମ ‘ସତ୍ୟମେବ ଜୟତେ’ର ଅଟେ । ମାତ୍ର ଏବେ ଏହି ଗୀତର ଆରବିକ୍ ଭର୍ସନ ରିଲିଜ ହୋଇଯାଇଛି । ଏହି ଗୀତରେ ମଧ୍ୟରେ ନୋରା ଫତେହିଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

ଏଠାରେ ଫିଲ୍ମ ସମ୍ପର୍କରେ ଆମେ କହିବାକୁ ଗଲେ ନୋରା ଫତେହି ସଲମାନଙ୍କ ଅପକମିଂ ଫିଲ୍ମ ‘ଭାରତ’ରେ ମଧ୍ୟ ନଜର ଆସିବେ ।

ଦିଲବର୍ ରିମେକ୍ ଗୀତଟି ସୁପରହିଟ୍ ହେବା ପରେ ଏହାକୁ ଆରବିକ୍ ଭାଷାରେ ବି ରିଲିଜ୍ କରାଯାଇଛି । ଏହି ଭିଡିଓରେ ବି ମଡେଲ୍ ତଥା ଅଭିନେତ୍ରୀ ନୋରହା ଫତେହିଙ୍କୁ ଡ୍ୟାନ୍ସ କରିବାରେ ଦେଖିବାକୁ ମିଳିଛି । ତେବେ ଏହି ଗୀତରେ ଡ୍ୟାନ୍ସ କରିବା ଛଡା ଦିଲ୍ବର୍ ର ଆରବିକ୍ ଭର୍ସନ ଗୀତକୁ ଗାଇଛନ୍ତି ନିଜେ ନୋରହା । ଏହି ମ୍ୟୁଜିକ୍ ଭିଡିଓଟି ୟୁଟୁବରେ ଲୋକପ୍ରିୟତା ହାସଲ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More