Only for Entertainment

ଦିଲଜିତ ଦୋସାଂଝଙ୍କ ନୂଆ ଆଲବମ ROAR ପ୍ରଥମ ଗୀତ ଗୁଲବୀ ପେଗର ଆସିଲା ଟିଜର, ୧୮ଡିସେମ୍ବରରେ ଗୀତ ହେବ ରିଲିଜ !

21

ପଂଜାବୀ ସିଙ୍ଗର ଦିଲଜିତ ଦୋସାଂଝା କିଛି ଦନ ହେବ ନିଜର ଅପକମିଂ ଆଲବମ ‘ରୋର’କୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହି ଆଲବମର ଏକ ଟିଜର ସାମ୍ନାକୁ ଆସିଛି । ନେହା ଶର୍ମାଙ୍କ ଦିଲଜିତଙ୍କ ଏହି ଆଲବମ ୧୮ଡିସେମ୍ବରର ରିଲିଜ ହେବ । ଏହାପୂର୍ବରୁ ଦିଲଜିତ ଦୋସାଂଝାଙ୍କ ଚାରୋଟି ଆଲବମ ରିଲିଜ ହୋଇସାରିଛି । ସିଙ୍ଗଲସ ପୁତ ଜଟ୍ଟ ଦା, ପାଗଲ, ଆର ନାନକ ପାର ନାନକ ଏବଂ ଜିନ୍ଦ ମାହି ।


ଏହାପରେ ସେ ଆଲବମ ରୋର’ ନେଇ ଆସୁଛନ୍ତି । ଏହି ଗୀତର ଟିଜର ରିଲିଜ ହୋଇଛି । ଏହି ଗୀତରେ ଜତିନ୍ଦର ଶାହ ମ୍ୟୁଜିକ ଦେଇଛନ୍ତି, ଯାହାର ମ୍ୟୁଜିକ ଲେଖିଛନ୍ତି ରଣବୀର ସିଂ । ଦିଲଜିତ ନିଜ ଆଲବମକୁ ନେଇ ଇନଷ୍ଟାଗ୍ରାମର ଏକ ଆଲବମରେ ଖବର ଦେଇଛନ୍ତି । ସେ ଲେଖିଛନ୍ତି ଯେ ୧୭ଡିସେମ୍ବରରେ ଏହି ଆଲବମର ‘ଗୁଲବୀ ପେଗ’ ରିଲିଜ ହେବା ପାଇଁ ଯାଉଛି ।

 

View this post on Instagram

 

Lao Ji Milo @nehasharmaofficial Ji Nu..Bery Naughty Ne..But Very Talented ? ROAR ? Album De First Song Da Shoot Chal Riha ?

A post shared by Diljit Dosanjh (@diljitdosanjh) on


ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ଏହି ଆଲବମ ସୁଟିଂ ସେଟର କିଛି ଫଟୋ ଅପଲୋଡ କରିଛନ୍ତି ।

 

View this post on Instagram

 

#पंजाब के खेतों में….

A post shared by Neha Sharma ? (@nehasharmaofficial) on


ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦିଲଜିତ ଦୋସାଂଝ ନିଜ ନୂଆ ଫିଲ୍ମ ‘ଗୁଡ ନ୍ୟୁଜ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ଅକ୍ଷୟ କୁମାରଳ କରୀନା କପୂର ଖାନ ଏବଂ କିୟାରା ଆଡଭାଣୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ବର୍ଷ ୧୯ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More