Only for Entertainment

ଚମକିଲା ଡିମ୍ପଲ କପାଡିଆଙ୍କ ଭାଗ୍ୟ, ହଲିଉଡ ଫିଲ୍ମରେ ଆସିବେ ନଜର

DNA India
34

ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆ କିଛି ଦିନରୁ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁସାରେ ଡିମ୍ପଲ କପାଡିଆଙ୍କୁ ହଲିଉଡ ଫିଲ୍ମରେ କାମ କରୁଥିବାର ଦେଖିବାକୁ ମିଳିବ । ଆଜ୍ଞା ହଁ, ହଲିଉଡରେ ‘ଡନକର୍’, ‘ଇଣ୍ଟର୍ସଟେଲର’ ଏବଂ ‘ଦ ଡାର୍କର ନାଇଟ’ ପରି ପ୍ରସିଦ୍ଧ ଫିଲ୍ମ ନର୍ମାଣ କରିଥିବା ନିର୍ଦ୍ଦେଶକ କ୍ରିଷ୍ଟଫର ନୋଲନ ନିଜ ଆଗାମୀ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କୁ ନେବା ପାଇଁ ଯାଉଛନ୍ତି ।

ଖବର ଅନୁସାରେ ଏହି ଫିଲ୍ମର ଟାଇଟଲ ରହିଛି ‘ଟେନେଟ’ । ଏହି ଫିଲ୍ମକୁ ୱାର୍ନର ବ୍ରଦର୍ସ ପ୍ରଡ୍ୟୁସ କରୁଛନ୍ତି । ସେ ଏହି ଫିଲ୍ମର ଘୋଷଣା କରିବା ସହିତ ଡିମ୍ପଲଙ୍କ ବିଷୟରେ ସୂଚନା ଦେଇଛନ୍ତି ।

dimple

କହିରଖୁଛୁ ଯେ, ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଡିମ୍ପଲଙ୍କ ବ୍ୟତିତ ଫିଲ୍ମରେ ରାବଡର ପିଟସନ, ଜନ ଡେଭିଡ ୱାସିଂଟନ, ମାଇକେଲ କେନ, କେନେଥ ବ୍ୟାନଗଙ୍କ ପରି କଳାକର ମୂଖ୍ୟ ଭୂମିକାରେ ନଜର ଆସିବେ । କୁହାଯାଇଛି ଯେ ଏହା ଏକ ଆକ୍ସନ ଫିଲ୍ମ ହେବ । ଯାହାକି ଜାସୁସୀ ଦୁନିଆ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More