Only for Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ବିଗବସର ଏହି ପ୍ରତିଯୋଗୀ

aajtak
21

ଟିଭିର ସିମର ଅର୍ଥାତ ଦୀପିକା କକ୍କରଙ୍କ ଶରୀର ଗତ କିଛି ଦିନ ହେବ ଅସୁସ୍ଥ ଅଛି । କିଛି ସମୟ ପୂର୍ବରୁ ଦୀପିକାଙ୍କ ପତି ଏବଂ ଆକ୍ଟର ସୋଏବ ଇବ୍ରାହିମ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଦୀପିକାଙ୍କ ଟେମ୍ପରେଚର ମାପୁଥିଲେ । ୩ ଅକ୍ଟୋବର ଗୁରୁବାରକୁ ସୋଏବ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ସେ ହସ୍ପିଟାଲରେ ନଜର ଆସିଛନ୍ତି ।

 

View this post on Instagram

 

Bas ab jaldi theek ho jao yaar bachcha.. Pray for her speedy recovery🙏🏻

A post shared by Shoaib Ibrahim (@shoaib2087) on

ଏହି ଫଟୋକୁ ଶେୟାର କରି ସୋଏବ ଇବ୍ରାହିମ ଲେଖିଛନ୍ତି, ଖୁବଶୀଘ୍ର ଠିକ ହୋଇଯାଅ ମୋ ପିଲା । ସେ ଜଲଦି ଠିକ ହୋଇଯାଉ ପ୍ରାର୍ଥନା କରନ୍ତୁ । ସୋଏବଙ୍କ ଏହି ଫଟୋରେ ଫ୍ୟାନ୍ସଙ୍କ ସହିତ କେତେକ ସେଲିବ୍ରେଟୀ ମଧ୍ୟ ଦୀପିକାଙ୍କ ଠିକ ହେବାକୁ ନେଇ ପ୍ରାର୍ଥନା କରୁଛନ୍ତି ବୋଲି କମେଂଟରେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More