Only for Entertainment

ଦୀଶା ପାଟନୀଙ୍କ ଡ୍ୟାନ୍ସ ଦେଖି ଆପଣ ମଧ୍ୟ ହୋଇଯିବେ ତାଜୁବ,ଦେଖନ୍ତୁ !

instagram
0 51

ଦୀଶା ପାଟନୀ ଜଣେ ଅଭିନେତ୍ରୀ ସହ ଭଲ ଡ୍ୟାନ୍ସର ମଧ୍ୟ । ସେ ନିଜର ଡ୍ୟାନ୍ସରେ ଟାଇଗରଙ୍କୁ ମଧ୍ୟ ଟକ୍କର ଦେଇପାରିବେ । ଦୀଶା ଏବେ ପର୍ଯ୍ୟନ୍ତ ଦୁଇଟି ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ଏବେ ତାଙ୍କର ଅପକମିଂ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ବିଗତ ଦିନରେ ଏହି ବାଗୀ ଗର୍ଲଙ୍କୁ ଡ୍ୟାନ୍ସ କରିବାର ମଉକା ମିଳି ନଥିଲା, ଏହିକାରଣରୁ ଖୁବ କମ ଲୋକଙ୍କୁ ତାଙ୍କର ଡ୍ୟାନ୍ସ ସମ୍ପର୍କରେ ଜଣା ଥିବ , ହୁଏତ ତାଙ୍କୁ ଭାରତ’ ଫିଲ୍ମରେ ଡ୍ୟାନ୍ସର ମଉକା ମିଳୁଥାଇ ପାରେ । ମାତ୍ର ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ଜଣା ପଡି ନାହିଁ ।

ଏହିପରି ଦୀଶା ନିଜ ଡ୍ୟାନ୍ସକୁୁ ମଧ୍ୟ ଏବେ ଜୋରଦାର ନଜର ଦେଉଛନ୍ତି । ଦୀଶା ଏବେ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଡ୍ୟାନ୍ସକୁ ଦେଖି ଆପଣ ମଧ୍ୟ ଅନୁମାନ ଲଗାଇ ପାରିବେ ଯେ ସେ ଅନ୍ୟ ଡ୍ୟାନ୍ସର ମାନଙ୍କୁ କଡା ଟକ୍କର ଦେବା ପାଇଁ ମଧ୍ୟ କିଛି କମ ନୁହଁନ୍ତି ।

 

View this post on Instagram

 

@hvardhankhemka @themiddlebeatdancecompany Edited By – @creative_voyage Song By – @chrisbrownofficial

A post shared by disha patani (paatni) (@dishapatani) on

ଦୀଶା ଏବେ ‘ଭାରତ’ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ବିଶେଷ ସୁତ୍ରରୁ ପ୍ରକାଶ ଯେ ସେ ଏବେ ହ୍ରିତିକଙ୍କ ସହ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି, ମାତ୍ର ଏସମ୍ପର୍କିତ କୌଣସି ଖବର ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More