Only for Entertainment

ସୋସିଆଲ ମିଡିଆରେ ଚାଂଚଲ୍ୟ ସୃଷ୍ଟି କରୁଛି ଦିଶାଙ୍କ ବିକିନି ପିନ୍ଧା ହଟ୍ ଲୁକ

hindirush
40

ନିଜର ବୋଲ୍ଡ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପାଟନୀ । ସେ ଅଧିକାଂଶ ସମୟରେ ତାଙ୍କ ହଟ୍ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ନିକଟରେ ଦିଶା ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ପୁଲ ପାଶ୍ୱର୍ରେ ବସି ଥିବାର ନଜର ଆସିଛନ୍ତି ।

 

 

View this post on Instagram

 

🦋

A post shared by disha patani (paatni) (@dishapatani) on

ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋରେ ଦିଶା ବସିଛନ୍ତି ଏବଂ ତାଙ୍କର ଏକ କିଲର ଲୁକ ଫ୍ୟାନ୍ସଙ୍କ ମତୁଆଲା କରୁଛି । କହିରଖୁଛୁ ଦିଶା ଏବେ ଥାଇଲ୍ୟାଣ୍ଡରେ ଭ୍ୟାକେସନକୁ ଉପଭୋଗ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More