Only for Entertainment

ଗୋଲ୍ଡେନ ଲେହେଙ୍ଗା ପିନ୍ଧି ହାତରେ ଦୀପ ଧରି ଦିଶା ପାଟନୀ କଲେ ଫଟୋ ସୁଟ, ମାତ୍ର ବ୍ଲାଉଜ ପିନ୍ଧିବା ବଦଳରେ ପିନ୍ଧିଲେ ଏ କ’ଣ?

114

ଚାରିଆଡେ ଦିପାବଳୀ ସେଲିବ୍ରେଶନ ଚାଲିଛି ଏବଂ ଦୀପର ଉଜ୍ୱଳ ଆଲୋକରେ ଚରିଆଡେ ଖୁବ ସୁନ୍ଦର ଦିଶୁଛି । ଏହାମଧ୍ୟରେ ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ହାତରେ ଦୀପ ଧରି ଫଟୋସୁଟଟ କରାଇଛନ୍ତି । ଦିଶାଙ୍କର ଏହି ନିଆରା ଫଟୋ ସୁଟ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଏହି ଫଟୋସୁଟରେ ଦିଶା ସୁନେଲୀ ରଂଗର ଲେହେଙ୍ଗା ଏବଂ ବ୍ଲାଉଜ ସ୍ଥାନରେ ଇନରରେ ନଜର ଆସିଛନ୍ତି ।

ଏହି ଫଟୋ କୌଣସି ହୋଟେଲ ରୁମ ଭିତରର, ଯେଉଁଥିରେ ଦିଶା ଫେଷ୍ଟିଭ ମୁଡରେ ନଜର ଆସିଛନ୍ତି । ୧୪ଘଂଟା ପୁର୍ବରୁ ଶେୟାର ହୋଇଥିବା ଏହି ଫଟୋରେ ୧୪ଲକ୍ଷ ଲାଇକ ମିଳି ସାରିଲାଣି ।

 

View this post on Instagram

 

?????

A post shared by disha patani (paatni) (@dishapatani) on

ମାତ୍ର ପ୍ରଶ୍ନ ଉଠୁଛି ଯେ ଏତେ ସାଜସଜ୍ଜା ହୋଇ ମଧ୍ୟ ସେ ବ୍ଲାଉଜ କାହିଁକି ପିନ୍ଧି ନାହାନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଅସଲରେ ଦିଶା ଅଣ୍ଡର ଗାର୍ମେଂଟ୍ସର ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି । ଏହି ବିଜ୍ଞାପନରେ ଦିଶା ଅନେକ ଦିନ ହେବ ଜଡିତ । ଏହା ପୂର୍ବରୁ ମଧ୍ୟ ଏହି ବିଜ୍ଞାପନର ଫଟୋ ଶେୟାର କରିଥିଲେ ।

 

View this post on Instagram

 

Just wrapped? A great association coming up real soon with my most favourite brand❤️ most excited?

A post shared by disha patani (paatni) (@dishapatani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More