Only for Entertainment

ବଏଫ୍ରେଣ୍ଡ ଟାଇଗରଙ୍କ ସହିତ ଲଂଚ ଡେଟରେ ସ୍ପଟ ହେଲେ ଦିଶା ।

bollywood tadka
52

ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଏବଂ ଟାଇଗର ସ୍ରଫ ଅଫେୟରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଅଧିକାଂଶ ସମୟରେ ଟାଇଗରଙ୍କ ପରିବାର ସହିତ ଦିଶାଙ୍କୁ ସ୍ପଟ କରାଯାଏ । ଗତକାଲି ମଧ୍ୟ ଦୁଇଜଣଙ୍କୁ ଲଂଚ ଡେଟରେ ସ୍ପଟ କରାଯାଇଛି ।

ରେଷ୍ଟୁରାଂଟ ବାହାରକୁ ଆସିବା ମାତ୍ରେ ମିଡିଆ ଟାଇଗର ଏବଂ ଦିଶାଙ୍କୁ ଘେରିଗଲେ । ଦୁଇଜଣ ଖୁବ କ୍ୟୁଟ ଅନ୍ଦାଜରେ ହସି ହସି ମିଡିଆକୁ ପୋଜ ଦେଲେ ।

କହିରଖୁଛୁ ଟାଇଗର ଏବଂ ଦିଶା ୩ ବର୍ଷ ଧରି ରିଲେସନସିପରେ ଅଛନ୍ତି । କିନ୍ତୁ କେବେ ମଧ୍ୟ ସ୍ୱୀକାର କରିନାହାଁନ୍ତି । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଦିଶା ଖୁବଶୀଘ୍ର ଫିଲ୍ମ ଭାରତରେ ସଲମାନଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More