Only for Entertainment

ବିନା ଡବଲ ସହାୟତାରେ ଫିଲ୍ମ ଭାରତରେ ଖତରନାକ ଷ୍ଟଂଟ କଲେ ଦିଶା

instagram
27

ଅଭିନେତ୍ରୀ ଦିଶା ଖୁବଶୀଘ୍ର ଫିଲ୍ମ ଭାରତରେ ନଜର ଆସିବେ । କୁହାଯାଉଛି ଫିଲ୍ମରେ ଦିଶାଙ୍କୁ ସଲମାନଙ୍କ ଭଉଣୀ ଚରିତ୍ରରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହା ମଧ୍ୟ କୁହାଯାଉଛିଯେ ସେ ଫିଲ୍ମରେ ଖତରନାକ ଷ୍ଟଂଟ କରୁଥିବାର ନଜର ଆସିବେ । ସେଥିପାଇଁ ସେ ବଡି ଡବଲ ବ୍ୟବହାର କରିବାକୁ ମଧ୍ୟ ମନା କଲେ । ଟ୍ରେନିଂ ସେଶନ ଭିଡ଼ିଓ ସେ ତାଙ୍କ ଇଂଷ୍ଟା ଆକାଉଂଟରେ ଶେୟାର କରିଛନ୍ତି ।

 

 

View this post on Instagram

 

Trying combinations? @rakeshyadav13

A post shared by disha patani (paatni) (@dishapatani) on

୨୦୧୫ରେ ଦିଶା ତେଲୁଗୁ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ସେ ହିନ୍ଦୀ ଫିଲ୍ମରେ ପାଦ ଦେଇଥିଲେ । ତେବେ ହାତ ଗଣତି କିଛି ଫିଲ୍ମ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More