Only for Entertainment

‘ଲେଡି ଆଣ୍ଡ ଦ ଟ୍ରାମ୍ପ’ଫିଲ୍ମର ପ୍ରସ୍ତୁତ ହେବ ରିମେକ ।

awn
0 51

ହିଟ ସଂଗୀତମୟ ଫିଲ୍ମ ‘ଲେଡି ଆଣ୍ଡ ଦ ଟ୍ରାମ୍ପ’ର ରିମେକ ପ୍ରସ୍ତୁତ ହେବାକୁ ଯାଉଅଛି । ‘ଦ ଲେଗୋ ନିଞ୍ଜାଗୋ’ଫିଲ୍ମର ନିର୍ଦ୍ଧେଶକ ଚାର୍ଲି ବିନ ଏହାର ନିର୍ଦ୍ଧେଶନା ଦେବେ ।

ୱେବସାଇଟ ‘ଏସଓବିଜ ଡଟକମ୍’ ମୁତାବକ, ଡିଜିଟାଲ ପ୍ଲାଟଫର୍ମ ବିଦେଶ ପୂର୍ବରୁ ଏହାକୁ ଘରୋଇ ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରାଯିବ । ଆନିମେଟଡ ଫିଲ୍ମ ପ୍ରଥମେ ୨୨ଜୁନ ୧୯୫୫ରେ ରିଲିଜ ହୋଇଥିଲା ।

‘ଲେଡି ଗୋଟେ ସ୍ପାନିଅଲ କୁକୁର ଅଟେ । ତାର ମାଲିକ ତାକୁ ଭଲ ପାଉ ନାହାନ୍ତି କାରଣ ସେମାନେ ମା’ବାପା ହେବାକୁ ଯାଉଛନ୍ତି ଭାବି ସବୁବେଳେ ଦୁଃଖିତ ଥାଏ । ଯେତେବେଳେ ତାକୁ ତା’ର ବନ୍ଧୁମାନେ ଆସୁଥିବା ପିଲା ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ ସେହି କଥାର ମଝିରେ ପଶି ଟ୍ରମ୍ପ ଚୁଗୁଲି କରିବା ଆରମ୍ଭ କରିଦିଏ । ଛୁଆ ଜନ୍ମ ହେଲେ କୁକୁରଙ୍କୁ ଘରୁ କାଢି ଦିଆଯାଏ ବୋଲି ଏଭଳି କିଛି କଥା କହି ଲେଡିର କାନ ଭରିବା ଆରମ୍ଭ କରିଦିଏ ।’ ଏହି ଭଳି ରହିଛି କିଛି ଷ୍ଟୋରୀ ।

ଫିଲ୍ମ ‘ଦ ଜଙ୍ଗଲ ବୁକ’ର ନିର୍ମାଣକର୍ତ୍ତା ବିଗ୍ରେମ ଟେଲର ଏହି ଫିଲ୍ମର ନିର୍ମାଣ କରିବେ । ଆଣ୍ଡ୍ର୍ୟୁ ବୁଜେଲସ୍କି ଏହାର ପଟକଥା ଲେଖିବେ । ଏହି ଫିଲ୍ମ ୨୦୧୯ରେ ପରଦାକୁ ଆସିବ ବୋଲି ଆଶା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More