Only for Entertainment

ଚାଷ କ୍ଷେତରେ ରୋମାଂଟିକ ହେଲେ ଟିଭିର ଏହି କପଲ । ଡିଡିଏଲଜେ ରେ କଲେ ଏଭଳି ଡ୍ୟାନ୍ସ ।

bollywood tadka
38

ଛୋଟ ପରଦାର କ୍ୟୁଟ କପଲଙ୍କ ମଧ୍ୟରେ ବିବେକ ଦହିୟା ଏବଂ ଦିବ୍ୟାଙ୍କା ତ୍ରିପାଠୀ ଗୋଟିଏ । ଦୁଇ ଜଣଙ୍କ ବିବାହକୁ ୩ ବର୍ଷ ପୂରି ଯିବ । ଦୁଇ ଜଣଙ୍କ ସୁଟିଂରୁ ସମୟ ବାହାର କରି କ୍ୱାଲିଟି ସମୟ ବିତାଉଛନ୍ତି । କିଛି ସମୟ ପୂର୍ବରୁ ଦୁଇ ଜଣ ଭୋପାଲରେ ଛୁଟି ବିତାଉଥିଲେ । ସେଠାରେ ଦୁଇଜଣ ଖୁବ ମସ୍ତି କରିବା ସହିତ କିଛି ଭିଡ଼ିଓ ମଧ୍ୟ ସୁଟ କରିଛନ୍ତି ।

 

View this post on Instagram

 

When Raj from Andheri comes to find his Simran in a village near Bhopal. #CheekyMusical #HoliSpecial #OnPublicDemand

A post shared by Vivek Dahiya (@vivekdahiya) on

ଦୁଇଜଣ ଡିଡିଏଲଜେ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡ଼ିଓକୁ ବିବେକ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More