Only for Entertainment

ସୂର୍ଯ୍ୟାସ୍ତ ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରେ ଅନେକ କ୍ଷତି

quora.com
0 49

ଅନେକଥର ଅଜାଣତରେ ବ୍ୟକ୍ତି ଏମିତି ଭୁଲ କରି ବସନ୍ତି ଯେଉଁଥିପାଇଁ ତାଙ୍କୁ କ୍ଷତି ସହିବାକୁ ପଡିଥାଏ । ଯାହାକୁ ବାସ୍ତୁ ଶାସ୍ତ୍ରରେ ଭୁଲ ବୋଲି କୁହାଯାଇଛି ତାକୁ ନଜାଣି ପ୍ରାୟ ବ୍ୟକ୍ତି ଏପରି ଭୁଲ କରି ବସନ୍ତି । ଅଜଣାତରେ ଭୁଲ ମଧ୍ୟ ଠିକ ଲାଗିଥାଏ । ଏବଂ ଆଜିକାଲି ଭୁଲ ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଆନୁସାରେ କେଉଁ କାର୍ଯ୍ୟ କରିବା ଠିକ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ ।

– ଅଧିକାଂଶ ଲୋକ ରାତ୍ର ଭୋଜନ କରିବା ସମୟରେ କ୍ଷୀର, ଦହି ଏବଂ ସାଲାଡରେ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଜାଣିନଥାନ୍ତି ଯେ ସୂର୍ଯ୍ୟାସ୍ତ ସମୟରେ ଏହି ଜିନିଷକୁ ଖାଇବା ଅନୁଚିତ । ଏପରିକି ସୂର୍ଯ୍ୟାସ୍ତ ସମୟରେ କହାକୁ ମଧ୍ୟ ଏହି ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ଘରର ଶୁଖଶାନ୍ତି ଦ୍ରାସ ହୋଇଥାଏ ।

– ଯଦି ଆପଣଙ୍କ ଘରେ ସାସକୁ ଥରେ ମଧ୍ୟ ଖିରି ହେଉନାହିଁ ତେବେ ଆଜିଠାରୁ ଖୀରି କରିବା ଆରମ୍ଭ କରନ୍ତୁ । ଏହା କରିବା ଦ୍ୱାରା ପରିବାରରେ ଭଲପାଇବା ବୃଦ୍ଧି ହୋଇଥାଏ । ଧ୍ୟାନ ରଖନ୍ତୁ ଏହାକୁ ପରିବାର ସହିତ ମିଶି ଏକାଠି ଖାଆନ୍ତୁ । ଫଳରେ ଘରେ ମା ଲକ୍ଷ୍ମୀଙ୍କର ବାସ କରିଥାନ୍ତି ।

– ପ୍ରାୟତଃ ଘରେ ଫଳ ଖାଇବା ପରେ ଏହାର ଚୋପାକୁ ଆବର୍ଜନା ରଖିବା ପାତ୍ରରେ ପକାଇ ଦେଇଥାନ୍ତି । କିନ୍ତୁ ଏହାର ଚେପାକୁ ଘରର ବାହାରେ ଫୋପାଡିବା ଆବଶ୍ୟକ । ଯଦି ଆପଣ ଏହାର ଚୋପାକୁ ନଫୋପାଡି ଗାଇ କିମ୍ବା ଅନ୍ୟ ପଶୁ ମାନଙ୍କୁ ଖାଇବା ପାଇଁ ଦିଅନ୍ତି ତେବେ ଏହା ଲାଭ ଆପଣଙ୍କୁ ତୁରନ୍ତ ମିଳିବ ।

– ସପ୍ତାହକୁ ଗୋଟିଏ ଥର ଗୋଟା ଲୁଣରେ ଘର ପୋଛନ୍ତୁ ଏହା କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More