Only for Entertainment

ବିବାହ ପୂର୍ବରୁ ପୂରଣ କରନ୍ତୁ ଏହି ସମସ୍ତ କାମ..!

aapki saheli
0 74

ଆମେ ଆପଣଙ୍କୁ ଏଠାରେ କିଛ ଜଣାଇବୁ ଯାହା ଆପଣଙ୍କ ଜୀବନକୁ ଆହୁରି ସୁନ୍ଦର ଏବଂ ମନୋରମ କରିବ ଏବଂ ପରେ ଆପଣଙ୍କୁ ଅନୁତାପ କରିବାକୁ ପଡିବ ନାହିଁ କି ଜୀବନର ମଜା ନେଇ ପାରିଲେନି ବୋଲି ।

କ୍ୟାରିଅର ଉପରେ ଫୋକସ-
କିଛି ଲୋକ ଏଭଳି ଚାକିରୀ କରିବାକୁ ଲାଗି ପଡନ୍ତି ଯେ ଯାହା ସେମାନଙ୍କ ଖୁସି ଛଡାଇ ନିଏ । ଯଦି ଆପଣଙ୍କ ଚାକିରୀରେ ଏଭଳି ସମସ୍ୟା ଦେଖା ଦେଉଛି ତେବେ ବିବାହ ପୂର୍ବରୁ ସେ ସ୍ଥାନରେ ଚାକିରୀ ଛାଡି ଅନ୍ୟ ସ୍ଥାନରେ ଆପଣଙ୍କ ପସନ୍ଦରେ ଚାକିରୀ କରନ୍ତୁ ।

ଏକ ଯାତ୍ରାର ପ୍ଲାନ ବନାନ୍ତୁ –
ଯଦି ଆପଣ ନିଜ ବନ୍ଧୁଙ୍କ ସହ ବୁଲିବା ପାଇଁ ଇଚ୍ଛୁକ ନୁହନ୍ତି ତେବେ ଏକ ସୋଲୋ ଟ୍ରିପର ପ୍ଲାନ ବନାନ୍ତୁ । ଏଥିରୁ ଆପଣଙ୍କୁ ଦୁନିଆ ବୁଲିବା ସହ ନିଜକୁ ଜାଣିବା ପାଇଁ ସୁଯୋଗ ମିଳିବ ।

ସାଙ୍ଗଙ୍କ ସହ ବନାନ୍ତୁ ଟ୍ରିପ-
ଅନେକ ଲୋକ ଚାକିରୀ କାରଣରୁ ସାଙ୍ଗଙ୍କ ସହ ବୁଲିବା ପାଇଁ ସମୟ ପାଆନ୍ତି ନାହିଁ , ଯେଉଁ କାରଣରୁ ଦୁଃଖ ଅନୁଭବ କରନ୍ତି । ତେଣୁ ସାଙ୍ଗଙ୍କ ସହ ମିଶି ଟ୍ରିପର ପ୍ଲାନ କରନ୍ତୁ ।

ନିଜ ଇଚ୍ଛାକୁ କରନ୍ତୁ ପୂରଣ-
ଆପଣଙ୍କ ମନରେ ଏଭଳି ଅନେକ ଇଚ୍ଛା ଥାଏ ଯାହାକୁ ପୂରଣ କରିବା ପାଇଁ ଚାହାନ୍ତି ମାତ୍ର ପୂରଣ କରି ପାରନ୍ତି ନାହିଁ । ଏଭଳି ନ ହେଉ କି ବିବାହ ପୂର୍ବରୁ ଆପଣଙ୍କୁ ଏହି କାରଣରୁ ଅନୁତାପ କରିବାକୁ ପଡିବ । ଏହିକାରଣରୁ ବିବାହ ପୂର୍ବରୁ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More