Only for Entertainment

ସ୍ମରଣ ଶକ୍ତି ବଢାଇବାକୁ ଚାହୁଁଥିଲେ ଏହି ଯୋଗ ହେବ ସହାୟକ ।

amarujala
20

ଦୁର୍ବଳ ସ୍ମରଣଶକ୍ତି ଆମ ମସ୍ତିଷ୍କର ଦୁଇ ଭାଗର ସନ୍ତୁଳନ ବିଗାଡ଼ିବାର ପରିଣାମ ଅଟେ । ହାକିନୀ ମୂଦ୍ରା ଦ୍ୱାରା ଏହାକୁ ପୁନର୍ବାର ହାସଲ କରିବା ସମ୍ଭବ ହୋଇଥାଏ । ଯେତେବେଳେ ଆପଣ କୌଣସି ବ୍ୟକ୍ତି ବା ବସ୍ତୁର ନାମ ଭୁଲିଯାଆନ୍ତି ସେହି ସମୟରେ ଏହି ମୂଦ୍ରାକୁ କରି ମନେ ପକାଇବାକୁ ଚେଷ୍ଟା କରନ୍ତୁ ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ମୂଦ୍ରା ଖୁବ ଲଭଦାୟକ । ଏହା ଦ୍ୱାରା ମସ୍ତିଷ୍କର କାର୍ଯ୍ୟକରିବାର କ୍ଷମତା ବଢିଯାଏ ।ତେଣୁ ପ୍ରଥମେ ଦୁଇହାତକୁ ଖୋଲି ପାଂଚ ଆଙ୍ଗୁଠିର ଅଗ୍ରଭାଗ ଦ୍ୱାରା ହାତକୁ ମିଶାନ୍ତୁ ଏବଂ ଆଖିକୁ ଉପରକୁ କରନ୍ତୁ ।

ନିଃଶ୍ୱାସ ଭିତରକୁ ନେଇ ଜିଭକୁ ମାଢି ସହିତ ଲଗାନ୍ତୁ ଏବଂ ପରେ ପ୍ରଶ୍ୱାସ ଛାଡ଼ି ଜିଭକୁ ପୂର୍ବ ସ୍ଥିତିରେ ଛାଡ଼ନ୍ତୁ । ଦୀର୍ଘ ଗଭୀର ଶ୍ୱାସ ସହିତ ଏଭଳି କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More