Only for Entertainment

ଖୁବ ଫଳଦାୟକ ଉତ୍ତର ଦିଗ,ଜାଣନ୍ତୁ କ’ଣ କଲେ ମିଳିବ ସଫଳତା ।

youtube
42

ବାସ୍ତୁ ଶାସ୍ତ୍ରକୁ ଅଧିକାଂଶ ବିଶ୍ୱାସ କରନ୍ତି ଏବଂ ଏହାକୁ ନେଇ ବିିଭିନ୍ନ ପ୍ରକାରର ଉପାୟ କରନ୍ତି । ତେବେ ସେହିଭଳି କିଛି ବାସ୍ତୁ କଥା ରହିଛି ଉତ୍ତର ଦିଗକୁ ନେଇ । ଆସନ୍ତୁ ଆଲୋଚନା କରିବା ।

ଉତ୍ତର ଦିଗରେ ଅଁଳା ଓ ତୁଳସୀ ବୃକ୍ଷ ଲଗାଇବା ଉଚିତ।
ପାଣିର ଟାଙ୍କୀକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ। ଏହାସହ ପାଣି ଟାଙ୍କୀରେ ଚାନ୍ଦିର କଏନ କିମ୍ବା କଇଁଛ ରଖନ୍ତୁ।
ଘରର ଉତ୍ତର ଦିଗରେ ଆକ୍ବାରିୟମ ରଖିବା ଉଚିତ।
ଉତ୍ତର ଦିଗରେ ନାଲି ରଙ୍ଗର ପିରାମିଡ ରଖିବା ଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।
ଉତ୍ତର ଦିଗରେ ଏକ କାଚର ବଡ ପାତ୍ର ରଖି ସେଥିରେ ଚାନ୍ଦିର କଏନ ରଖିବା ଉଚିତ।
ପୂର୍ବ-ଉତ୍ତର ଦିଗରେ ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ। ଘରର ପୂର୍ବ-ଉତ୍ତର ଦିଗକୁ ସର୍ବଦା ପରିଷ୍କାର ରଖନ୍ତୁ।
ଉତ୍ତର ଦିଗରେ କୌଣସି ନକରାତ୍ମକ ଚିତ୍ର ଲଗାନ୍ତୁ ନାହିଁ।
ଘରର ଉତ୍ତର ଦିଗର କାନ୍ଥକୁ ସର୍ବଦା ନୀଳ ରଙ୍ଗ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More