Only for Entertainment

ଆୟୁର୍ବେଦ ଅନୁସାରେ ଲୁଣ ଚାରି ପ୍ରକାରର,ଶରୀର ଉପରେ ପଡ଼ିଥାଏ ଭିନ୍ନ ପ୍ରଭାବ ।

youtube
0 35

ରୋଷେଇରେ ଲୁଣର ବ୍ୟବହାର ସମସ୍ତେ ଜାଣନ୍ତି । କାରଣ ଏହା ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆମେ ଭିନ୍ନ ଭିନ୍ନ ପ୍ରକାରର ଲୁଣ ବ୍ୟବହାର କରିଥାଉ,ତେଣୁ ଲୁଣ ବ୍ୟବହାର କରିବା ପୂର୍ବରୁ ତାହା ସଂପର୍କୀତ କିଛି କଥା ଜାଣିବା ନିହାତି ଉଚିତ । ତେବେ ଆପଣ ଜାଣନ୍ତି କି କେତେ ପ୍ରକାରର ଲୁଣ ଆପଣ ବ୍ୟବହାର କରନ୍ତି ।ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ଅଧିକାଂଶ ଲୋକ ଜାଣନ୍ତିଯେ ଲୁଣ ସମୂଦ୍ର ଜଳରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଆୟୁର୍ବେଦ ଅନୁସାରେ ଲୁଣ ୪ ପ୍ରକାରର । ସମୂଦ୍ର ଲୁଣ ବ୍ୟତୀତ ଅନ୍ୟ ଲୁଣ ମଧ୍ୟ ଖାଦ୍ୟରେ ବ୍ୟବହୃତ ହୋଇଥାଏ ।

ପାହାଡ଼ି ଲୁଣ- ସୈନ୍ଧବ ବା ପାହାଡ଼ି ଲୁଣ ଦେଖିବାକୁ ଧଳା ଓ ଟ୍ରାନ୍ସପେଂଟ ରଙ୍ଗର ହୋଇଥାଏ । ଏଥିରେ ଅନ୍ୟ ଖଣିଜ ହେତୁ ଭିନ୍ନ ରଙ୍ଗ ମଧ୍ୟ ହୋଇଥାଏ । ଏହା ବ୍ୟତୀତ କଳା ଲୁଣ ମଧ୍ୟ ଅଛି,ଯେଉଁଥିରୁ ଲୌହ ତତ୍ତ୍ୱ ଏବଂ ଗନ୍ଧକ ମିଳିଥାଏ ।
ଭୋକ କମ ହେବା ପାଇଁ ସୈନ୍ଧବ ଲୁଣ ବ୍ୟବହାର କରାଯାଏ । ତେବେ ସମୂଦ୍ର ଲୁଣ ଖାଇବା ଉଚିତ । କାରଣ ସେଥିରେ ଅୟୋଡିନ ଅଧିକ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More