Only for Entertainment

ରିଲିଜ ହେଲା ରୋବର୍ଟ ଡ୍ରାଉନି ଜୁନିୟରଙ୍କ ଫିଲ୍ମ ‘ଡୁଲିଟିଲ’ର ଟ୍ରେଲର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ଅଭିନେତା

Daily Mail
34

ଅନେକ ଦିନ ଧରି ନିଜ ପ୍ରଶଂସକଙ୍କୁ ଆଇରନ୍ ମ୍ୟାନ୍ ହୋଇ ମନୋରଂଜନ ଯୋଗାଇ ଆସୁଥିବା ହଲିଉଡ୍ ଅଭିନେତା ରୋବର୍ଟ ଡ୍ରାଉନି ଜୁନିୟରଙ୍କୁ ଏବେ ପରଦାରେ ଦେଖିବାକୁ ମିଳିବ ଏକ ନୂଆ ଅନ୍ଦାଜରେ । ତାଙ୍କ ଆଗାମୀ ଫିଲ୍ମ ‘ଡୁଲିଟିଲ୍’ରେ ଆରଡିଜେ, ପଶୁ – ପକ୍ଷୀମାନଙ୍କ ସହ କଥା ହୋଇ ପାରୁଥିବା ଜଣେ ବ୍ୟକ୍ତି ଚରିତ୍ରରେ ନଜର ଆଶିବେ । ମ୍ୟାଜିକ୍ ଓ ଆଡଭେଂଚରକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟିଫେନ୍ ଗାହାନ୍ ।

ଫିଲ୍ମର ଟ୍ରେଲରକୁ ମେକର୍ସ ରିଲିଜ କରିଛନ୍ତି । ଟ୍ରେଲରରେ ରୋବର୍ଟ ଡ୍ରାଉନି ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି । ଜାନୁୟାରୀ ୧୭ ତାରିଖରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More