Only for Entertainment

ଗରମ ଦିନରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ସମସ୍ତ ପରିବା,ହୋଇପାରେ କ୍ଷତି ।

youtube
0 67

ଗରମ ଦିନରେ ଶରୀରକୁ ଥଣ୍ଡା ରଖିବା ସବୁଠାରୁ କଷ୍ଟ କାମ । ଏହା ନ ହୋଇ ପାରିଲେ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଯାଇଥାଏ । ତେବେ ସମସ୍ୟା ପଛରେ ଲୁଚି ରହିଛି କିଛି ଖାଦ୍ୟ । କାରଣ ସେଥିରେ ଥିବା କାର୍ବୋହାଇଡ୍ରେଟ ଓ ପ୍ରୋଟିନର ମାତ୍ରା ଶରୀରର ତାପମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଲକ ପ୍ରମୁଖ କାରଣ । ତେବେ ଚାଲନ୍ତୁ ଜାଣିବା ସେହି ପରିବା ବିଷୟରେ ।

ଅଦା- ଏହା ଶରୀରକୁ ଗରମ କରିଥାଏ । ଏହା ହେଉଛି ଅଦାର ଏକ ପ୍ରାକୃତିକ ଗୁଣ । କିନ୍ତୁ କମ ମାତ୍ରାରେ ଖାଇବା ଦ୍ୱାରା ଏଭଳି ସମସ୍ୟା ହୋଇନଥାଏ ।

ପିଆଜ-ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢାଇଥାଏ । ଏଡାକୁ ଅଧିକ ଖାଇବା ଦ୍ୱାରା ଶରୀରର ହରମୋନ ଅସନ୍ତୁଳିତ ହୋଇଥାଏ ।

ରସୁଣ-ଏହା ମଧ୍ୟ ତାପମାତ୍ରା ବଢାଇଥାଏ । ପିଆଜ ଭଳି ଏହା ମଧ୍ୟ ଶରୀରରେ ହରମୋନ ସନ୍ତୁଳନ ଠିକ ରଖିନଥାଏ ।
ଶାଗ-ଶରୀର ପାଇଁ ଲାଭଦାୟକ କିନ୍ତୁ ଏଥିରେ ଥିବା ପ୍ରଚୁର ପରିମାଣର ପ୍ରୋଟିନ ବ୍ରେକଡାଉନ ହେବା ଦ୍ୱାରା ତାପମାତ୍ରା ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More