ଝିଅ ବିଦାୟ ବେଳେ ଏହି ଜିନିଷ ଦେବା ଅନୁଚିତ ।
ଝିଅ ବିଦାୟ ସମୟରେ ବାପା ମା ଖୁସିରେ ବହୁତ କିଛି ଜିନିଷ ଉପହାର ସ୍ୱରୂପ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏଭଳି କିଛି ଜିନିଷ ରହିଛି ଯାହାକୁ ଝିଅକୁ ଦେବା ଅନୁଚିତ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଝିଅର ବିବାହ ପରେ ବା ବିଦାଇ ସିମୟରେ ପରିବାର ପକ୍ଷରୁ ଝିଅକୁ ଅନେକ ଜିନିଷ ଉପହାରରେ ଦିଆ ଯାଇଥାଏ । ସେହି ସବୁ ଜିନିଷ ମଧ୍ୟରୁ ଭଗବାନ ଗଶେଶଙ୍କର ମୂର୍ତ୍ତି କଦାପି ଉପହାରରେ ଦିଅନ୍ତୁ ନାହିଁ ।
କିଛି ଲୋକ ଝିଅ ଜୀବନରେ ସୁଖ ଶାନ୍ତି ପାଇଁ ଶୁଭତାର ପ୍ରତୀକ ହିସାବରେ ଉପହାରରେ ଗଣେଶ ମୂୂର୍ତ୍ତି ଦେଇଥାନ୍ତି । ବିଲକୁଲ ଏଭଳି କରନ୍ତୁ ନାହିଁ । ଗୃହରୁ ଲକ୍ଷ୍ମୀ ଛାଡି ପଳାଇବେ ।
ଶାସ୍ତ୍ର ଅନୁଯାୟୀ,ଝିଅମାନଙ୍କୁ ଲକ୍ଷ୍ମୀ ମା’ଙ୍କ ଆକ୍ଷା ଦିଆ ଯାଇଥାଏ । ଭଗବାନ ଗଣେଶ ଏବଂ ଲକ୍ଷ୍ମୀ ଏକା ସାଥୀରେ ଧନ ଏବଂ ସୌଭାଗ୍ୟର ସଂକେତ ଅଟନ୍ତି । ସେଥିପାଇଁ ବିଲକୁଲ ଏଭଳି ଭୁଲ କରନ୍ତୁ ନାହିଁ ।