Only for Entertainment

ଗର୍ଲଫ୍ରେଣ୍ଡର ଏହି ସବୁ ପ୍ରଶ୍ନରେ ସର୍ବଦା କୁହନ୍ତୁ ନା ।

lajmi.net
0 50

ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତେ ନିଜ ପ୍ରଶଂସା ଶୁଣିବାକୁ ଭଲପାଆନ୍ତି । ପ୍ରଶଂସା ଶୁଣିବା ମାତ୍ରେ ଝିଅଙ୍କ ଚେହେରାରେ ଏକ ଭିନ୍ନ ହସ ଦେଖିବାକୁ ମିଳିଥାଏ । ବିଶେଷ କରି ବଏଫେଣ୍ଡ ମୁହଁରୁ ପ୍ରଶଂସା ଶୁଣିଲେ ଝିଅଙ୍କ ଖୁସି କହିଲେ ନ ସରେ । କିନ୍ତୁ ଝିଅମାନେ କେବେ କେବେ ଏଭଳି କିଛଇ ପ୍ରଶ୍ନ ପଚାରନ୍ତି ଯାହାକୁ ଭାବିଚିନ୍ତି ଉତ୍ତର ଦେବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ କିଛି ସାଧାରଣ କଥା ।

ଅଧିକାଂଶ ସମୟରେ ଆପଣଙ୍କ ପାର୍ଟନର ପଚାରୁଥିବେ ଯେ ସେ ସୁନ୍ଦର ନା ତାଙ୍କ ସାଙ୍କ ସୁନ୍ଦର । ସେ କେବଳ ତାଙ୍କ ପ୍ରଶଂସା ଶୁଣିବା ପାଇଁ ଏଭଳି ପଚାରନ୍ତି । ସାଙ୍ଗ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ କେବେ ବି ଉତ୍ତର ହଁ କରିବେ ନାହିଁ ।
କେବେ କେବେ ପଚାରନ୍ତିଯେ ମୁଁ ମୋଟି ଲାଗୁନିତ । ତେବେ ଭୁଲରେ ମଧ୍ୟ ହଁ କରନ୍ତୁନି । କିନ୍ତୁ ଯଦି କିଛି ଅଜବ ଦେଖାଯାଉଛି ତେବେ ଏଭଳି ବୁଝାନ୍ତୁ ଯେଭଳି ତାଙ୍କ ମନ ଦୁଃଖ ନ ହୁଏ ।

ଆଉ କେବେ ପଚାରନ୍ତିଯେ ମୁଁ ତୁମକୁ ବେଶୀ ଅସୁବିଧାରେ ପକାଉ ନାହିଁ ତ । ତେବେ ଏହାର ଉତ୍ତର ମଧ୍ୟ ହଁ କରିବେ ନାହିଁ । ସେମାନେ ଜାଣିବାକୁ ଚାହାଁନ୍ତିଯେ ଆପଣ ତାଙ୍କ ସହିତ ଖୁସି ଅଛନ୍ତି କିମ୍ବା ଦୁଃଖି । ତେଣୁ ଭାବିଚିନ୍ତି ଉତ୍ତର ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More