Only for Entertainment

ଖାଇବା ପରେ କାହିଁକି ଥଣ୍ଡା ପାଣି ପିଇବା ପାଇଁ କରାଯାଇଛି ବାରଣ, ଜାଣନ୍ତୁ

Medical News Today
59

ଅନେକ ଲୋକଙ୍କର ବଦଭ୍ୟାସ ଯେ ସେମାନେ ଖାଇବା ପରେ ଥଣ୍ଡା ଜଳ ପିଇଥାଆନ୍ତି । ଏପରି କରିବା ଅନୁଚିତ, କାରଣ ଏହି ବଦଭ୍ୟାସ ଆପଣଙ୍କୁ ଜଣେ ହୃଦ୍‌ରୋଗୀ କରିବାର ଆଶଙ୍କା ରହିଛି ।

ଆମ ଶରୀରର ସାଧାରଣ ତାପମାତ୍ରା ହେଉଛି ୩୭ ଡିଗ୍ରୀ ସେଲିସିୟସ୍‌ । ଏଥିପାଇଁ ଆମେ ୨୦ ରୁ ୨୨ ଡିଗ୍ରୀ ସେଲସିୟସ ତାପମାତ୍ରାର ପାଣି ପିଇବା ଉଚିତ । ମନେ ରଖନ୍ତୁ ଖାଦ୍ୟ ଗ୍ରହଣ ପରେ ପରେ ଯଦି ଥଣ୍ଡା ପାଣି ପିଇବେ, ତେବେ କୋଷ୍ଠ କାଠିନ୍ୟର ଶିକାର ହୋଇପାରନ୍ତି , କାରଣ ଖାଦ୍ୟ ଠିକ୍‌ ଭାବେ ହଜମ ହୁଏନି ।

ଖାଲି ସେତିକି ନୁହେଁ ଖାଇବାର ପରେ ଥଣ୍ଡା ଜଳ ପିଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ ବୋଲି କୁହାଯାଏ । ନିକଟରେ କରାଯାଇଥିବା ଏକ ଗବେଷଣାରେ କୁହାଯାଇଛି ଯେ ଖାଦ୍ୟ ଗ୍ରହଣ ପରେ ଥଣ୍ଡା ଜଳ ପିଇଲେ ପାଚନ କ୍ରିୟା ଶିଥିଳ ହୋଇଯାଏ ଏବଂ ପେଟରେ ଥିବା ଅମ୍ଳ ସଂପର୍କରେ ଆସି ଏହି ଥଣ୍ଡା ଜଳ ଶରୀର ମୋଟାପାର କାରଣ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More