Only for Entertainment

ଆପଣ ମଧ୍ୟ ଏଲର୍ଜିକୁ ନେଇ ଚିନ୍ତିତ ରହୁଛନ୍ତିକି?ଆପଣାନ୍ତୁ ଏହି ଉପାୟ ।

zeenews
0 49

ଥଣ୍ଡା କାଶ ଆଦି ସମସ୍ୟାରୁ ବେଳେ ବେଳେ ଏଲର୍ଜି ହୋଇଯାଏ । ସେଥିପାଇଁ ବିଭିନ୍ନ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ । କିନ୍ତୁ ଏସବୁରୁ ବଂଚିବା ପାଇଁ କିଛଇ ଉପାୟ ରହିଛି । ଜାଣନ୍ତୁ ସେହି ଉପାୟ ବିଷୟରେ ।
କୌଣସି ଖାଦ୍ୟ ପଦାର୍ଥ ସଂପୂର୍ଣ୍ଣ ଭାବରେ ଏଲର୍ଜିରୁ ବଂଚାଇ ପାରିବ ନାହିଁ । କିନ୍ତୁ ଭିଟାମିନ ଏବଂ ମିନେରାଲସ କିଛି ମାତ୍ରାରେ ବଂଚାଇ ପାରିବ । କିନ୍ତୁ ଏଭଳି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା ଦ୍ୱାରା ଏଲର୍ଜି ହୋଇଥାଏ । ଯେପରିକି କ୍ଷୀର,ବାଦାମ,ସୋୟା ପ୍ରଡକ୍ଟ ଓ ମାଛ ଇତ୍ୟାଦି । ଆପଣ ମଧ୍ୟ ଆଠି ଏଲର୍ଜି ଡାଇଟ ଉପରେ ନଜର ରଖନ୍ତୁ ।
ରିସର୍ଚ ଅନୁସାରେ ଓମେଗା ଥ୍ରି ଅଧିକ ନେବା ଦ୍ୱାରା ଏଲର୍ଜି କମ ହୋଇଥାଏ । କିନ୍ତୁ ଓମେଗା ୬ ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ଏଲର୍ଜି ବଢାଇଥାଏ ।

ରୋଜମେରିନିକ ଏସିଡ ଏଲର୍ଜିକୁ କମ କରିଥାଏ । ଏହା କେତେକ ଔଷଧରୁ ମିଳିଥାଏ ।
ଭିଟାମିନ ସି ମଧ୍ୟ ଏଲର୍ଜିକୁ କମ କରିଥାଏ ।

ଛତୁ,ଚୁଙ୍ଗୁଡ଼ି ଆଦିରେ ଆଲର୍ଜି ହେଲେ ଡାଇଟରେ ସିଲେନିୟମ ବ୍ୟବହାର କରନ୍ତୁ । ଏଲର୍ଜି କମ ହେବ ।

ପ୍ରତିଦିନ ୨ ଚାମଚ ମହୁ ଖାଇବା ଦ୍ୱାରା ଏଲର୍ଜିରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଫଳ ଏବଂ ପରିବା ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More