Only for Entertainment

ଦ୍ରିଷ୍ଟି ଧାମୀ ସେୟାର କଲେ ପତିଙ୍କ ସହ ପୁରୁଣା ଏବଂ ରୋମାଂଟିକ ଫଟୋ ।

insta
0 49

ଦିଲ ମିଲ ଗୟେ, ମଧୁବାଲା, ଏକ ଇଷ୍କ ଜୁନୁନ ଏବଂ ପରଦେସ ମେ ହେ ମେରା ଦିଲ ଭଳି ସିରିଅଲରେ ନିଜର ଯାଦୁ ଦେଖାଇଥିବା ଦ୍ରିଷ୍ଟି ଧାମଙ୍କୁ କିଏ ବା ନଜାଣେ । ସମସ୍ତେ ତାଙ୍କର ସୁନ୍ଦର ମୁହଁ ଏବଂ ଚୁଲବୁଲି ଅନ୍ଦାଜ ପାଇଁ ତାଙ୍କୁ ଖୁବ ପସନ୍ଦ କରନ୍ତି ।

Missin u baby @khemkaniraj ♥️♥️♥️♥️

A post shared by Drashti Dhami (@dhamidrashti) on


୨୦୧୫ରେ ନିରଜ ଖେମକାଙ୍କ ସହ ତାଙ୍କର ବିବାହ ହୋଇଥିଲା । ସେ ଗତ କିଛି ଦିନ ହେବ ତାଙ୍କ ସ୍ୱାମୀଙ୍କୁ ଖୁବ ମନେ ପକାଉଥିବାର ଦେଖିବାକୁ ମିଳିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ସହ ଥିବା ରୋମାଂଟିକ ଫଟୋ ସେୟାର କରିଛନ୍ତି । ଫଟୋ ସହ ସେ ଏକ ପ୍ରେମ ଭରା ମେସେଜ ମଧ୍ୟ ଲେଖିଛନ୍ତି ।
dristiଏହି ଫଟୋରେ ଦୁହେଁ ପାରମ୍ପାରିକ ପୋଷାକ ପରିଧାନ କରିଛନ୍ତି । ଦ୍ରିଷ୍ଟି ଏବଂ ତାଙ୍କ ସ୍ୱାମୀଙ୍କୁ ଦେଖିଲେ ତାଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ପରିଷ୍କାର ଜଣା ପଡୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More