Only for Entertainment

ଜାଣିଛନ୍ତି କି ସ୍ୱପ୍ନରେ ସଂପର୍କୀୟଙ୍କୁ ଦେଖିଲେ କ’ଣ ହୁଏ ?

voanews
0 291

ଜ୍ୟୋତିଷଙ୍କ କହିବା ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତି କିଛି ସ୍ୱପ୍ନ ଦେଖନ୍ତି ତେବେ ତାହା ପଛରେ କିଛି ରହସ୍ୟ ଲୁଚି ରହିଥାଏ । କେବେ କେବେ ଏଭଳି କିଛି ସ୍ୱପ୍ନ ଆସିଥାଏ ଯାହା ଭବିଷ୍ୟତର କିଛି ଘଟଣା ପାଇଁ ଚେତାବନୀ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ।

  • କୁହାଯାଏଯେ ଯଦି କୌଣସି ମହିଳାଙ୍କୁ ଶାଢୀ ସହିତ ଦେଖାଯାଏ ତେବେ ଘରକୁ ଟଙ୍କା ଆସିଥାଏ । ଏହା ମଧ୍ୟ କୁହାଯାଏଯେ ଲାଲ ସିନ୍ଦୁରରେ ଦେଖିବାକୁ ମହାଲକ୍ଷ୍ମୀଙ୍କର ରୂପ କୁହାଯାଏ । ଏହାର ଅର୍ଥ ହେଉଛିଯେ ଯଦି କୌଣସି ବ୍ୟକ୍ତିର ଟଙ୍କା ଅସୁବିଧା ରହିଛି ତେବେ ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।
  • ସ୍ୱପ୍ନରେ ଯଦି କୌଣସି ସଂପର୍କୀୟ ନଜର ଆସନ୍ତି ତେବେ ଏହା କୌଣସି ଶୁଭ ସଙ୍କେତକୁ ଦର୍ଶାଇଥାଏ ।
    ସ୍ୱପ୍ନରେ ଯଦି ମାମୁଁ ଦେଖାଯାନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ । ଏହା ସହିତ ଏହାକୁ ସୁରକ୍ଷା,ପ୍ରେମ ଏବଂ ବୁଦ୍ଧିମାନର ସଙ୍କେତ ବୋଲି କୁହାଯାଏ । ବିଶେଷ କରି ଏହା ବ୍ୟକ୍ତିକୁ ଏକ ଊତ୍ସବର ସଙ୍କେତ ଦେଇଥାଏ ।
  • ଯଦି କେହି ସ୍ୱପ୍ନରେ ନିଜ ମାମୁଁଙ୍କୁ ଦେଖି ଡରିଯାନ୍ତି ତେବେ ଏହା ବୁଝିବାକୁ ପଡ଼ିବଯେ ସେହି ବ୍ୟକ୍ତିର ଜୀବନରେ ଶାନ୍ତି ଓ ପ୍ରେମର ଅଭାବ ରହିଛି ।
  • ଯଦି ସ୍ୱପ୍ନରେ ନିଜ ମାମୁଁଙ୍କୁ କୌଣସି ଉତ୍ସବରେ ଦେଖୁଛନ୍ତି ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ । ଏହା ଶୋକସଭାର ସଙ୍କେତ ଦେଇଥାଏ ।
  • ଯଦି କୌଣସି ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖନ୍ତି ତେବେ ତାଙ୍କର ବୈବାହିକ ଜୀବନ ସୁଖପ୍ରଦ ହୋଇଥାଏ ।
    ସ୍ୱପ୍ନରେ ମାଙ୍କୁ ଦେଖôବା ଦ୍ୱାରା ସୌଭାଗ୍ୟର ସଙ୍କେତ ମିଳିଥାଏ । ଏହାର ଅର୍ଥ ହେଉଛିଯେ କୌଣସି ଶୁଭ ସଙ୍କେତ ମିଳିବା ।
  • ଅଜା ଓ ଆଈ କିମ୍ବା ଜେଜେ ଓ ଜେଜେମାଙ୍କୁ ସ୍ୱପ୍ନରେ ଦେଖିବା ଦ୍ୱାରା ଏହା ସୁରକ୍ଷା ଏବଂ ବୁଦ୍ଧିମାନର ସଙ୍କେତ ଦେଇଥାଏ ।
  • ଯଦି ଗୁରୁ କିମ୍ବା ଅଧ୍ୟାପକଙ୍କୁ ସ୍ୱପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ପଢାରେ ଝୁଂଟାଇବା ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More