Only for Entertainment

ଖରାପ ନଜର ପଡ଼ିଥିଲେ ଏଭଳି ବ୍ୟବହାର କରନ୍ତୁ ଶୁଖିଲା ଲଙ୍କା ।

IndiaMART
119

କୁହାଯାଏ ଏକ କପଡ଼ାରେ ୫ଟି ଶୁଖିଲା ଲଙ୍କାକୁ ବାନ୍ଧି ନିଜ ତକିଆ ବା ଚାଦର ତଳେ ରଖିବାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିନଥାଏ । ଏହା ସହିତ ଖରାପ ସ୍ୱପ୍ନ ଆସିନଥାଏ ।

କୁହାଯାଏ ଯଦି ବୟସ୍କ ବା କୌଣସି ଛୋଟ ପିଲାକୁ ନଜର ଲାଗି ଯାଇଥାଏ ତେବେ ଶୁଖିଲା ଲଙ୍କା ପ୍ରୟୋଗ ଦ୍ୱାରା ତାହା ଠିକ ହୋଇ ଯାଇଥାଏ । ତେଣୁ ୭ଟି ଶୁଖିଲା ଲଙ୍କାରେ ନଜର ଲାଗିଥିବା ବ୍ୟକ୍ତିକୁ ଝାଡ଼ି ଦିଅନ୍ତୁ ଏବଂ ଏହାକୁ ଜଳୁଥିବା ଚୁଲାରେ ରଖି ଜାଳି ଦିଅନ୍ତୁ । ଏହି ପ୍ରୟୋଗ ଥରେ ବା ଦୁଇ ଥର କରିବା ଦ୍ୱାରା ଆପଣ ବିଭେଦ ଅନୁଭବ କରିପାରିବେ ।

ବାଣିଜ୍ୟରେ ଉନ୍ନତି ପାଇଁ ଶୁଖିଲା ଲଙ୍କାର ୭ଟି ବିଜ ନେଇ ତାହାକୁ ଏକ ପୂର୍ଣ୍ଣ ମଗ ଏବଂ ଜାର ମଧ୍ୟରେ ରଖିଦିଅନ୍ତୁ ଏବଂ ସେହି ପାଣିକୁ ନିଜ ଉପରେ ୭ ଥର ଛିଂଚି ଦିଅନ୍ତୁ । ଏହାପରେ ସେହି ପାଣିକୁ ସଡ଼କକୁ ଫିଙ୍ଗି ଦିଅନ୍ତୁ ।

ଘରକୁ ଧନ ଆସିବା ପାଇଁ ଏକ କପଡ଼ାରେ ୭ଟି ଲଙ୍କା ରଖି ତାହାକୁ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More