Only for Entertainment

ପାର୍ବଣ ଅବସରରେ ରିଲିଜ ହେଲା ଏହି ଖାସ ଗୀତ ‘ତୁମେ ନଥିଲ ବୋଲି’ !

33

ଦଶହରାକୁ ନଜରରେ ରଖି ଏକ ଖାସ୍ ଗୀତ ଭେଟିଦେଇଛନ୍ତି କଣ୍ଠଶିଳ୍ପୀ ସସ୍ମିତା ଦାସ । ଏହି ଗୀତର ଟାଇଟଲ୍ ରହିଛି ‘ତୁମେ ଆସିବ ବୋଲି’ । ପାର୍ବଣକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ଏହି ଗୀତଟି । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଭୂତି ଭୂଷଣ ଗଡନାୟକ । ଦଶହରା ଆସିଲେ କିପରି ସହର ବଜାର ସଜେଇ ହୋଇପଡେ ତାହା ଦେଖିବାକୁ ମିଳିଛି ଏହି ଗୀତରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More